April 17, 2025

ଜିଲ୍ଲା ସଭାପତି ଙ୍କ ଖାରିପଦା ଗ୍ରାମରେ ଥିବା ମା ଦାରୁପାଣୀ ଶକ୍ତି ପୀଠ ପରିଦର୍ଶନ

Share

..ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଅବାରସିଙ୍ଗ ପଞ୍ଚାୟତର ଖାରିପଦା ଗ୍ରାମରେ ଥିବା ମା ଦାରୁପାଣୀ ଶକ୍ତିପୀଠ ରେ ଆଜି ମାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟ କ୍ରମରେ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ଜଗବନ୍ଧୁ ଦାସ ଯୋଗ ଦେଇଛନ୍ତି । ୪ ଖଣ୍ଡ ଗ୍ରାମ ଯଥା ଖାରିପଦା, ଡ଼ମ୍ବଡିହ,ଉପର ଡ଼ମ୍ବଡିହ, ସିନ୍ଧବା,ଜନସାଧାରଣ ଙ୍କ ସହଯୋଗ ତଥା ପବିତ୍ର ଗମାଙ୍ଗ, ବାଙ୍କ ଭାଇ,ସମାଜସେବୀ ନୀଳମାଧଵ ନାୟକ ଙ୍କ ତତ୍ତ୍ୱାବଧାନରେ ମହା ଆଡ଼ମ୍ବରରେ ପାଳିତ ହେଉଅଛି ।