April 20, 2025

କୋଟପାଡ଼ରେ ନୂତନ ତହସିଲଦାରଙ୍କ ଯୋଗଦାନ

Share


କୋରାପୁଟ ଜ଼ିଲ୍ଲା କୋଟପାଡ଼ ତହସିଲଦାର ଭାବେ ମହାନ୍ତି ନୀଳକଣ୍ଠ ନାଇଡ଼ୁ ଯୋଗ ଦାନ କରିଛନ୍ତି ।ସେ ଏଥି ପୂର୍ବ ରୁ କୋଲନରା ତହସିଲଦାର ଭାବରେ ଦାଇତ୍ୱ ତୁଲାଉଥିଲେ କୋଟପାଡ଼ କାର୍ଯା ଳୟ ରେ ଯୋଗ ଦେବା ପରେ ଅତିରୋକ୍ତ ତହସିଲଦାର ଶ୍ରୀ ନୀଳାମ୍ବର ପୂଜାରୀ ଙ୍କ ସମେତ ସମସ୍ତ ସୁପର ଭାଇଜର. ଆର ଆଇ ଏବଂ ସମସ୍ତ କର୍ମ ଚାରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଥିଲେ । କୋଟପାଡ଼ ବ୍ଲକ ମିଡ଼ିଆ ଆସୋସିଏସନ ସଭାପତି ଶ୍ରୀ ହରିଶ କୁମାର ପଟ୍ଟନାୟକ, ସକାଳ ଖବର ପ୍ରତିନିଧି ଶୈଳେନ୍ଦ୍ର ମାଦଳା, ଦର୍ଶନ ନ୍ୟୁଜ ର ପଦ୍ମନ ବିଷୋୟୀ ଏହି ଅବସର ରେ ସୌଜନ୍ୟ ମୂଳକ ସାକ୍ଷାତ କରି ସହର ର ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ