November 10, 2026

ଗାଁକୁ ଫେରିବ ଗାଁର ମହକ : ଦିପାବଳି ରେ ଗାଁ ଦିବସ

IMG-20261109-WA0067
Share

 

 

ବରଗଡ,ତା ୯/୧୧ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ବାବେବିରା ଗାଁରେ ଗାଁ ଦିବସ କାର୍ଯକ୍ରମ

କାର୍ଯକ୍ରମ ଅନୁଷ୍ଠିଚ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ସୌମ୍ୟ ରଂଜନ ନାଏକ

ସଭାରେ ସଭାପତି କରିଥିଲେ ଜିଲ୍ଲା ସଂଯୋଜକ ଅମୃତ କୁମାର ବାରିକ

ମୁଖ୍ୟ ଅତିଥି ଅକ୍ଷୟ କୁମାର ବାରିକ (ପ୍ରାକ୍ତନ ଅଧ୍ୟାପକ ଶିକ୍ଷା ପ୍ରତିଷ୍ଠାନ )

ସମ୍ମାନିତ ଅତିଥି ମନବୋଧ ନାଏକ

ଓକିଲ ପ୍ରଧାନ.

ଧନ୍ୟବାଦ୍ ଅର୍ପଣ ବିକ୍ରମ କେଶରୀ ସାହୁ

ସାଂସ୍କୃତିକ କାର୍ଯକ୍ରମ ସଂଚାର ଦଳ , ସଂକୀର୍ତ୍ତନ ଦଳ ଓ ପାଲା ପରିବେଷଣ କରିଥିଲେ |ଓଡ଼ିଆ ଜାତିର ପରିଚୟ ଗାଁ ସଂସ୍କୃତି ଓ ପରମ୍ପରା । ଗାଁଠାରୁ ସହର ମୁହଁ।ମଣିଷକୁ ନିଜ ମାଟି,ମୂଳ , ସଂସ୍କୃତି ସହ ପୁଣି ଯୋଡିବାକୁ ଅଭିନବ ପ୍ରୟାସ ଗାଁ ଦିବସ |

You may have missed