ପାରଳାଖେମୁଣ୍ଡି ରଥଯାତ୍ରାରେ ମାଗଣା ସ୍ୱସ୍ଥ୍ୟ ସେବା ଶିବିର
ଗତକାଲି ପବିତ୍ର ରଥଯାତ୍ରା ଅବସରରେ ଗୁଣ୍ଡିଚାବାଡି ଠାରେ ହାଇଟେକ୍ ମେଡ଼ିକାଲ କଲେଜ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ କରାଯାଇଥିଲା. ଏହି ଶିବିର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ଯୁବ ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ,ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ,ଉପାଜିଲ୍ଲାପାଳ ଅନୁପ ପଣ୍ଡା ,ଜିଲ୍ଲା ପୋଲିସ୍ ଅଧୀକ୍ଷକ ସ୍ୱାତି ଏସ କୁମାର ,ଜିଲ୍ଲା ପରିଷଦ ଚେୟାରମ୍ଯାନ ଜି.ତିରୁପତି ରାଓ, ଗୋଶାଣି ବ୍ଲକ ଅଧ୍ୟକ୍ଷ ଏନ.ଭୀର ରାଜୁ, ବିଜେଡ଼ି କର୍ମୀ ପ୍ରଦୀପ ନାୟକ ଉପସ୍ତିତ ଥାଇ ଉଦ୍ଘାଟନ କଲେ। ଏହି ଶିବିରରେ ରଥ ଯାତ୍ରା ଦେଖିବାକୁ ଆସିଥୁବା ବହୁ ଶ୍ରଦ୍ଧାଳୁ ମାଗଣାରେ ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଅଭିଜ୍ଞ ଚିକିତ୍ସକ ଙ୍କ ଦ୍ୱାରା ଚିକିତ୍ସା କରିଥିଲେ.
ଗଜପତି ଜିଲ୍ଲାରୁ ଆନନ୍ଦ ପାତ୍ର ରିପୋର୍ଟର