June 17, 2026
IMG-20240709-WA0013
Share

 

ସମ୍ବଲପୁର: ମାଁ ପାଇଁ ଗଛ ଟିଏ ନେଇ ଏବେ ପୁର ପଲ୍ଲୀ ଠାରୁ ସହର ର ଗଳି କନ୍ଦି ଯାଏ ବୃକ୍ଷରୋପଣ ପାଇଁ ସବୁ ମହଳରେ ବଢ଼ିଛି ଆଗ୍ରହ।

 

ଆଜି ସମ୍ବଲପୁର ସହର ଭିତରେ ଥିବା କୁଲୁଥକାନିର ମାଲତୀ ଯୋର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ ହୋଇଛି। ମାଁ ସମଲେଶ୍ବରୀ ସ୍ୱଂୟ ସହାୟକା ଗୋଷ୍ଠୀର ସଭାନେତ୍ରୀ ସୁଜାତା ପଣ୍ଡାଙ୍କ ନେତୃତ୍ୱରେ ଗୋଷ୍ଠୀର ମହିଳା ମାନେ ଏହି ବୃକ୍ଷ ରୋପଣ କରି ମାଁ ପାଇଁ ଗଛ ଟିଏର ସଂପର୍କ ବଢ଼ାଇ ପରିବେଶରେ ଜନନୀ ଭୂମିକାକୁ ନିର୍ବାହ କରିବାରେ ପ୍ରୟାସ କରିଛନ୍ତି।

You may have missed