March 8, 2026

ସାମାନ୍ୟ ବର୍ଷା ପବନରେ ଟଳି ପଡିଲା ଆଲୋକ ତୋରଣ, ଘଣ୍ଟାଏ ରାସ୍ତା ଜାମ

IMG-20230509-WA0040
Share

ସାମାନ୍ୟ ବର୍ଷା ପବନରେ ଟଳି ପଡିଲା ଆଲୋକ ତୋରଣ, ଘଣ୍ଟାଏ ରାସ୍ତା ଜାମ

ବୁଗୁଡ଼ା : ତା ୦୮/୦୫/୨୩ : ବୁଗୁଡ଼ା ସହରରେ ପଞ୍ଚ ଠାକୁରାଣୀ ଯାତ୍ରା ପାଇଁ ବିଭିନ୍ନ ସ୍ଥାନରେ ତୋରଣମାନ ନିର୍ମାଣ ହୋଇଥିବା ବେଳେ ଆଜି ଅପରାହ୍ନରେ ହଠାତ୍ ସାମାନ୍ୟ ବର୍ଷା ପବନ ହେବା ଫଳରେ ମୁଖ୍ୟ ସଡ଼କର ମଦନ ମୋହନ ଛକରେ ନିର୍ମାଣ ହୋଇଥିବା ବିରାଟ ଆଲୋକ ତୋରଣ ରାସ୍ତା ଉପରକୁ ଟଳି ପଡିଥିଲା l ଫଳରେ ଆସ୍କା ଓ ନୟାଗଡ ପଟୁ ଆସୁଥିବା ସମସ୍ତ ଯାନ ବାହନ ଉଭୟ ପାର୍ଶ୍ଵରେ ଘଣ୍ଟାଏ କାଳ ଅଟକି ରହିଥିଲା l ସେହିପରି ପବନରେ ବାଲିପିଣ୍ଡି ସାହିର ଆଲୋକ ଖଚିତ ଖମ୍ବ ଗୁଡିକ ଭାଙ୍ଗି ଯିବା ଶକ୍ତି ନଗର ତୋରଣର ଆଲୋକ ଫଳକ ଗୁଡାକ ଖସି ପଡ଼ିଥିବା ଜଣା ପଡିଛି l