November 23, 2024
Share

 

୧-ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଇଏଏସ୍ ଅଫିସର ଭି ଭି ଯାଦବ ହେଲେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ।

୨-କନ୍ଧମାଳ ରାଇକିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ପୋଲ ଉପରୁ ସ୍କୁଟି ଖସିପଡିବାରୁ ୩ ଜଣଙ୍କ ମୃତ୍ୟୁ।

୩-ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ତଥା ବରଗଡ ଜିଲା ସଭାପତି ପ୍ରଭାସ ସିଂହ।

୪-ଭୁବନେଶ୍ୱର:ଖରା-ବର୍ଷାକୁ ନାହିଁ ଖାତିର, ପ୍ରଚାର ମୈଦାନରେ ଦିନ ରାତି ଏକ କରି ଦେଇଛନ୍ତି ପ୍ରାର୍ଥୀ।

୫-ବିଜୁ ସ୍ୱାସ୍ଥ୍ୟକାର୍ଡରୁ ଫାଇଦା ଉଠାଉଛନ୍ତି ଦଲାଲ । ସାଧାରଣ ସାଲାଇନ୍ ଓ ବଟିକା ଦେଇ କାର୍ଡରୁ ୬୦ ହଜାର ଟଙ୍କା କାଟି ଦେଉଥିବା ଅଭିଯୋଗ ।

୬-ଭୁବନେଶ୍ୱର: କିଟ୍ ଓ ୟୁଏନ୍ ଭଲ୍ଯୁଣ୍ଟିୟର୍ସ ମଧ୍ୟରେ ବୁଝାମଣା, ଛାତ୍ରଛାତ୍ରୀମାନେ, ଜାତିସଂଘ ଦ୍ଵାରା କରାଯାଉଥିବା ବିଭିନ୍ନ ବିକାଶ ମୁଳକ କାର୍ଯ୍ୟରେ ନିୟୋଜିତ ହେବେ।

୭-ଭୁବନେଶ୍ୱର:’ସ୍ବୟମ’ ଯୋଜନା;୧.୨୩ ଲକ୍ଷ ଆବେଦନରୁ ଯୋଗ୍ୟ ମାତ୍ର ୪୩‌।

୮-ପୁରୀ, ଚେଙ୍ଗଇଲ ଗାଁ:ଗ୍ୟାସ ସିଲିଣ୍ଡର ବିସ୍ପୋରଣରୁ ଜଳିଗଲା ଘର । ପୋଡି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ଘରେ ଥିବା ୫ ଲକ୍ଷ ଟଙ୍କା, ସୁନା ଗହଣା ଓ ଆସବାବପତ୍ର।

୯-କଟକ:ଇପିଏଫ ପେନସନ ବୃଦ୍ଧି ମାମଲା, କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି।

୧୦-ନିର୍ବାଚନ ଲଢ଼ିବା ନେଇ ଦିଲ୍ଲୀପ ରାୟଙ୍କ ରାସ୍ତା ସଫା: କୋଇଲା ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ରହିତାଦେଶ।

୧୧-ଭୁବନେଶ୍ୱର:OLXରେ ମିଛ ଘରଭଡ଼ା ପାଇଁ ବିଜ୍ଞାପନ ଦେଇ ଠକେଇ, ସହିଦନଗର ଥାନା ଦ୍ବାରା ୨ ଗିରଫ।

୧୨-ଲମତାପୁଟ:ଗଛ ତଳେ ଆଶ୍ରୟ ନେଇ ଥିଲେ, ବଜ୍ରପାତରେ ଚାଲିଗଲା ଦୁଇଜଣଙ୍କର ଜୀବନ।

୧୩-ରେଢାଖୋଲରେ ଧର୍ମେନ୍ଦ୍ର ପ୍ରଧାନଙ୍କ ହାଇଭୋଲଟେଜ ପ୍ରଚାର।

୧୪-ପାରଳାଖେମୁଣ୍ଡି:ଆନ୍ତଃରାଜ୍ୟ ବାଘ ଛାଲ ରାକେଟ ଠାବ, ୬ ଗିରଫ।

୧୫-ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ! ଏପ୍ରିଲ ଶେଷ ଆଡ଼କୁ ପ୍ରଚାର କରିପାରନ୍ତି ନବୀନ!

୧୬-ଲୋକସଭା ନିର୍ବାଚନ: ସୁବିଧା ପୋର୍ଟାଲରେ ୭୩ ହଜାର ଆବେଦନ,୬୦%କୁ ମିଳିଛି ଅନୁମୋଦନ।

୧୭-୭୦ ହଜାର ବିରୋଧୀ ନେତା ଧରିଛନ୍ତି ପଦ୍ମ, ଲୋକସଭା ନିର୍ବାଚନ ପୂର୍ବରୁ ପାର୍ଟିର ବଡ଼ ଦାବି।

୧୮-ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବେ ୧୬୨୫ ପ୍ରାର୍ଥୀ । ୧୬% ପ୍ରାର୍ଥୀ ଦାଗୀ, ୨୮% ପ୍ରାର୍ଥୀ କୋଟିପତି ।

୧୯-କେଜିଏଫ୍‌‌, ସଲାର ଲାଗିବ ଫିକା; ଆସୁଛି ‘ଚିୟାନ ବିକ୍ରମ ଅଭିନୀତ ବହୁ ପ୍ରତୀକ୍ଷିତ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର ‘ଥଙ୍ଗାଲାନ’।

୨୦-IPL:କୋଲକାତାର ବିଜୟ ଧାରାରେ ଲାଗିଲା ବ୍ରେକ, ୭ ଓ୍ଵିକେଟ୍‌ରେ ଜିତି ଟ୍ରାକକୁ ଫେରିଲା ଚେନ୍ନାଇ।

୨୧-ଇସଲାମାବାଦ ଉଚ୍ଚ ନ୍ୟାୟାଳୟର ୮ ବିଚାରପତିଙ୍କୁ ମିଳିଛି ଧମକପୂର୍ଣ୍ଣ ଚିଠି।