March 12, 2026

ପତଞ୍ଜଳି ଯୋଗ ସମିତିର ଜିଲ୍ଲାସ୍ତରୀୟ ବୈଠକ 

IMG-20230409-WA0004
Share

 

ଦାମନଯୋଡି – ତା ୦୯-୦୪-୨୩ ରିଖ ପତଞ୍ଜଳି ଯୋଗ ସମିତି କୋରାପୁଟ ଜିଲ୍ଲାର ଜିଲ୍ଲାସ୍ତରୀୟ ବୈଠକ ପତଞ୍ଜଳି ଯୋଗ ସମିତି ଦାମନଯୋଡିର ସହଯୋଗରେ ନାଲକୋ କମୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଯାଇଅଛି।

ପତଞ୍ଜଳି ଯୋଗ ସମିତି ଦାମନଯୋଡିର

ଯୋଗ ଶିକ୍ଷକ ଡ. ନିରୋଦ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପତଞ୍ଜଳି ଯୋଗ ସମିତିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ପ୍ରଭାରୀ ଅମ୍ବିକା ରଞ୍ଜନ ପାଣିଗ୍ରାହୀ ,ସହ ରାଜ୍ୟ ପ୍ରଭାରୀ ଓଡ଼ିଶା ମହିଳା ପତଞ୍ଜଳି ଯୋଗ ସମିତି ଶ୍ରୀମତୀ ଜାନକୀ ପାଣିଗ୍ରାହୀ ,ଭାରତ ସ୍ୱାଭିମାନ ଜିଲ୍ଲା ପ୍ରଭାରୀ ଶ୍ରୀ ହରିହର କରସୁଧା ପଟ୍ଟନାୟକ,ଜିଲ୍ଲା ମହିଳା ପ୍ରଭାରୀ ଶ୍ରୀମତୀ ମଞ୍ଜୁଳା ପାତ୍ର,ଭାରତ ସ୍ୱାଭିମାନ ସମ୍ପାଦକ ଶ୍ରୀ କୃଷ୍ଣ ଦୋରା,ମହିଳା ପତଞ୍ଜଳି ଯୋଗ ସମିତି ଉଷା ମହାପାତ୍ର,ସୁଭଦ୍ରା ରାଉତ,ସୁଭାଷିନୀ ପାତ୍ର, ପୁଷ୍ଠି ସେବବ୍ରତି କେ. ତିରୁପତି ରାଓ

ମିଡିଆ ପ୍ରଭାରୀ ଅର୍ଚ୍ଚନା ପାତ୍ର,ସିମିଳିଗୁଡା ତହସିଲ ପ୍ରଭାରୀ ରାଣାଦେବ ନାଥ ଯୋଗ ଦେଇଥିଲେ । ଯୋଗ କିପରି ଘରେ ଘରେ ପହଞ୍ଚି ପାରିବ ଓ ଯୋଗ କରି ଜନସାଧାରଣ କିପରି ସୁସ୍ଥ ରହି ପାରିବେ ବୈଠକରେ ସ୍ଥିରୀକୃତ ହୋଇଥିଲା ।

ପତଞ୍ଜଳି ଯୋଗ ସମିତି ଭାଇ ପ୍ରକାଶ ଦାସ,ଯୋଗିନ୍ଦ୍ର ସେଠି,ପ୍ରକାଶ ସାହୁ ଭଉଣୀ ନୟନା ପ୍ରଧାନ

ବନିତା ପ୍ରଧାନ,ସଂଯୁକ୍ତ ପାତ୍ର,ସରିତା ସାହୁ

ଅନିତା ଖରା,ଗୌରୀ ଖିଲ,ସୁନନ୍ଦା ବେହେରା, ଦୁମୁଣି ମୁର୍ମୁ ,ଦେବକୀ ମାଳି, ପଙ୍କଜ ନଳିନୀ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ପୁର୍ଣ୍ଣ ସହଯୋଗ କରିଥିଲେ ।ବିଭୁ ଚନ୍ଦନ ପାଣିଗ୍ରାହୀ ଓ ହରି ପ୍ରିୟା ପାତ୍ର ଯୋଗ କୌଶଳ ପ୍ରଦର୍ଶନ କରିଥିଲେ ,ବିଶ୍ଵମୋହିନି ସାହୁ ସ୍ବାଗତ ସଙ୍ଗୀତ ଗାନ କରିଥିଲେ , ଦିପ୍ତିମୟୀ ଶତପଥୀ ଓଡ଼ିଶୀ ପରିବେଷଣ କରିଥିଲେ

ଶେଷରେ ।ଶେଷରେ ଭଉଣୀ ନୟନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ବୈଠକରେ କୋରାପୁଟ ଜିଲ୍ଲାର ବିଭିନ୍ନ ତହସିଲରୁ ୨୦ ଜଣ କାର୍ଯ୍ୟକର୍ତ୍ତା ସହ ୬୦

ରୁ ଉର୍ଦ୍ଧ୍ବ ଭାଇ ଓ ଭଉଣୀ ଅଂଶଗ୍ରହଣ କରିଥିଲେ ।

ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା

You may have missed