March 12, 2025

ପୂଜାନନା ଯଜ୍ଞ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ରେ 

Share

କୋଡିଏ ଗୋଟି ମହିଳା ସମିତିର ମହିଳାମାନଙ୍କୁ ସମ୍ବୋର୍ଦ୍ଧିତ କରାଯାଇଛି l

ଆନ୍ତର୍ଜାତୀୟ ମହିଳା ଦିବସରେ ପୁରୀସଦର ସିପସରୁବାଲି ଠାରେ ପୂଜାନନା ଯଜ୍ଞ ଫାଉଣ୍ଡେସନ ଓ ପରିବର୍ତ୍ତନ ଓଡିଶା ତଥା ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତବୃନ୍ଦ ପକ୍ଷରୁ ଚାଲିଥିବା ଶ୍ରୀଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ ସାଂସ୍କୃତିକ ମଞ୍ଚରେ ସ୍ଥାନୀୟ ଅଞ୍ଚଳ ର କୋଡିଏ ଟି ମହିଳା ସମିତିର ମହିଳା ମାନଙ୍କୁ ପୂଜାନନା ଯଜ୍ଞ ଫାଉଣ୍ଡେସନ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବୋର୍ଦ୍ଧିତ କରାଯାଇଛି l ଆନ୍ତର୍ଜାତୀୟ ମହିଳା ଦିବସରେ ଏକ ଧାର୍ମିକ ପରିବେଶ ରେ ସମାଜରେ ବିଜ୍ଞ ଅତିଥିମାନଙ୍କ ଦ୍ୱାରା ମହିଳା ମାନଙ୍କୁ ସମ୍ମାନିତ କରି ବେସ ଖୁସି ଅନୁଭବ କରୁଛନ୍ତି ପୂଜାନନା ଯଜ୍ଞ ଫାଉଣ୍ଡେସନ ର ସଦସ୍ୟ ସଦସ୍ୟାମାନେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ