March 12, 2026

କପିଳେଶ୍ୱର ପୁର ଅତିବଡି ଜଗନ୍ନାଥ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗୁରୁ ଶ୍ରୀ ଭଗବାନ ଦାଶ ଙ୍କରମୂର୍ତ୍ତୀ ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

IMG-20251108-WA0078
Share

         କପିଳେଶ୍ୱର ପୁର ଅତିବଡି ଜଗନ୍ନାଥ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗୁରୁ ଶ୍ରୀ ଭଗବାନ ଦାଶ ଙ୍କରମୂର୍ତ୍ତୀ ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକ ରେ ସ୍କୁଲର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । SCB ମେଡିକାଲ କଲେଜର ପୂର୍ବତନ ମୂଖ୍ୟ ଚିକିତ୍ସା

ଅଧିକାରୀ ଡକ୍ଟର ବିଭୂତି ଭୂଷଣ ନାୟକ ସରପଞ୍ଚ ବବିତା ବରାଳ ସ୍କୁଲ ଅଧ୍ୟକ୍ଷ ଦ୍ଵାରିକାନାଥ ବିଶ୍ୱାଳ ପରିଚାଳନା କମିଟି ଅଧ୍ୟକ୍ଷ ରୋଜା ମହାପାତ୍ର ଶ୍ରୀ ପ୍ରିୟ ପ୍ରଶାଦ ମିଶ୍ର ସ୍କୁଲ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଉପେନ୍ଦ୍ର ମହାପାତ୍ର ଅଧ୍ୟାପକ ସୁଶାନ୍ତ ଜେନା ଡ ଶଙ୍କର୍ଷଣ ପ୍ରଧାନ ଶ୍ରୀ ରଘୁନାଥ ମିଶ୍ର ଶ୍ରୀହରିହର ମିଶ୍ର ଅଞ୍ଜଳି ମହାପାତ୍ର ଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସ୍କୃତି ଚାରଣ କରିଥିଲେ । ପ୍ରଥମେ ଶିବ୍ଦସାଧକ ଅତିବତିଙ୍କୁ ମାଲ୍ୟାର୍ପଣ କରାଯାଇ ଏକ ଆଧାତ୍ମିକ ପରିବେଶରେ ମହାପୁରୁଷ ମାନଙ୍କୁ ପୁଷ୍ପମାଲ୍ୟ ପୂର୍ବକ ଶ୍ରୀଭଗବାନ ଦାସଙ୍କ ମୃ୍ତ୍ତୀ ଅନାବରଣ କରାଯାଇ ଥିଲା । ଛାତ୍ର ଛାତ୍ରି ମାନଙ୍କ ଭାଗବତ ପାଠ ଏକ ଭକ୍ତି ମୟ ପରିବେଷ ସୃଷ୍ଟି କରିଥିଲା । ବଡ଼ ପୁଅ ମାଧବ ଦାଶ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ ଧନ୍ୟବାଦ ଦେଇଥିଲେ ସାନପୁଅ କେଶବ ଦାଶ । ସନାତନ ଜେନା ପ୍ରଭାକର ସାହୁଙ୍କ ସାରଙ୍କ ସମ୍ପଦ୍ଧିୟ କଥା ରଖିଥିଲେ ମଞ୍ଚ ପରିଚାଳନା କରିଥିଲେ ଛାତ୍ର ଶ୍ରୀ ପ୍ରଶାନ୍ତ କୁମାର ତ୍ରିପାଠୀ । ସର୍ବଶେଷରେ ପ୍ରସାଦ ସେବନ କରି କାର୍ଯ୍ୟକ୍ରମ ର ପରି ସମାପ୍ତି କରା ଯାଇଥିଲା ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ