April 11, 2025

ଘର ତିଆରି ପାଇଁ ଶିକ୍ଷକ ମାନଙ୍କୁ ଅଗ୍ରୀମ ଟଙ୍କା ପ୍ରଦାନ କରାଯିବ

Share

ଓଡ଼ିଶାରେ ପ୍ରତ୍ୟେକ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀମାନଙ୍କୁ ମିଳିବ ଘର ତିଆରି ପାଇଁ ଅଗ୍ରୀମ ଟଙ୍କା। ନୂଆ ଜମି କିଣିବା ଲାଗି ମଧ୍ୟ ଅଗ୍ରୀମ ଦିଆଯିବ। ପୁରୁଣା ଜମିରେ ନୂତନ କୋଠା ନିର୍ମାଣ ଏବଂ ପୁରୁଣା କୋଠା ଘର ନିର୍ମିତ ହୋଇଥିବା କୋଠା କିଣିବା ଲାଗି ମଧ୍ୟ ଅଗ୍ରୀମ ଅର୍ଥ ମିଳିବ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି କରାଯାଇଛି

ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ ଉପାନ୍ତ ଖବର

You may have missed