ପାରଳାଖମୁଣ୍ଡି ଠାରେ ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ନାରୀ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ

IMG-20231008-WA0015
Share

ପାରଳାଖମୁଣ୍ଡି ଠାରେ ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ନାରୀ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ

ପାରଳାଖେମୁଣ୍ଡି:୮/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଏଜୁକେସନ କେନ୍ଦ୍ର ପରିସରରେ ନାରୀ ସଶକ୍ତି କରଣ ରେ ଯୁବଗୋଷ୍ଠୀ ଙ୍କ ଭୂମିକା ଉପରେ ଏକ ଆଲୋଚନା ହୋଇଥିଲା ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ଉପ କାରାଗାର ର ଅଧ୍ୟକ୍ଷ ଶ୍ରୀ ହନୁ ସେଠୀ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା,ସଭାପତି ଭାବେ ଲୋକନାଥ ମିଶ୍ର , ଏବଂ ସଂପାଦିକା ଭାବେ ତନୁଜା ଶତପଥୀ ଯୋଗ ଦେଇଥଲେ, ଯୁବଗୋଷ୍ଠୀ ହିଁ ମହାନ୍ ଶକ୍ତି ଯାହାକି ରାଷ୍ଟ୍ର ଶକ୍ତି ଭାବେ ଆମେ ଉପଲବ୍ଧି କରିବା ତେଣୁ ଓ ପ୍ରତେକ୍ୟ ଯୁବକ ଯୁବତୀ ନାରୀ ଶକ୍ତି ଉପରେ ଧ୍ୟାନ ଦେବା ବାଞ୍ଛନୀୟ କହିଥିଲେ। ଭାଗବତ ପାଢୀ, ହରି ମୋହନ ପଟ୍ଟନାୟକ ଅଧ୍ୟାପକ ସୌଦାଗର ସିଓ, ପଣ୍ଡିତ ନରସିଂହ ଗୌଡ଼ ,ତନୁଜା ଶତପଥି ,ମନୋଜ ପଟ୍ଟନାୟକ,ମୁରଲୀଧର ପରିଚ୍ଛା,ନିତ୍ୟାନନ୍ଦଚୌଧୁରୀ
ତ୍ରିପତି ପଣ୍ଡା , ହରି ମୋହନ ପଟ୍ଟନାୟକ,ମାନସୀ ପଣ୍ଡା,ପ୍ରଫୁଲ୍ଲ ବେବର୍ତ୍ତା ,ଶରତ ପ୍ରଧାନ,ଗୌରୀ ଦାଶ ପ୍ରଭୁତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ଏହି ଅବସରରେ ଅନୁଷ୍ଠାନ ପଞ୍ଜିକରଣ
ହୋଇଥିବାରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ ପରିଶେଷରେ ଭାଗବତ ପାଢୀ ଧନ୍ୟବାଦ୍ ଅର୍ପଣ କରିଥଲେ।