ଖବର ଉପାନ୍ତ ଓଡିଶା ସମାଚାର କାଳିଆ ଦର୍ଶନ କରିଲେ ପ୍ରଭାତୀ ପରିଡା… upanta odisha June 8, 2024 Shareଆଜି ଦିନ ଦୁଇଟା ସମୟରେ ପୁରୀଜିଲ୍ଲା ନିମାପଡା ବିଧାନସଭା ର ବିଧାୟକ ପ୍ରଭାତୀ ପରିଡା କାଳିଆ ଦର୍ଶନ ପାଇଁ ପୁରୀରେ ପହଞ୍ଚିଥିଲେ l ପ୍ରଭାତୀ ଅପା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ମଧୁସୂଦନ ସିଂହାରିଙ୍କ ସହିତ ଶ୍ରୀମନ୍ଦିର ଭିତରକୁ ଯାଇ କାଳିଆ ଦର୍ଶନ କରିଥିଲେ l ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ Continue Reading Previous ପୁଣି ଜନନୀ ଯନ୍ତ୍ରଣା, ଗର୍ଭବତୀ ଙ୍କୁ ଦୁଇ କିମି ଦୋଳା ରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ…Next ଜାତୀୟ ହାମର ବଲ୍ ଚାମ୍ପିଅନସିପ, ପୁରୀ More Stories ଖବର ଉପାନ୍ତ ଓଡିଶା ସମାଚାର ୩ କୁଇଣ୍ଟାଲ ଗଞ୍ଜେଇ ସହ ଇନଭା କର ଜବତ upanta odisha April 20, 2025 ଖବର ଉପାନ୍ତ ଓଡିଶା ସମାଚାର କୋରାପୁଟ ଦଶମନ୍ତପୁର ଥାନା ଅନ୍ତର୍ଗତ କଳିଆମ୍ବ ଗାଁ ଠାରୁ ଡେଙ୍ଗାଗୁଡା ଗ୍ରାମ ଦେଇ ଯାଉଥିବା ଏକ ବୁଲାଣୀ ଘାଟି ରାସ୍ତା ଉପରୁ upanta odisha April 20, 2025 ଖବର ଉପାନ୍ତ ଓଡିଶା ସମାଚାର ଆଜିର ଖବର.. upanta odisha April 20, 2025