୧୩୦ ଆଦିବାସୀ ଚାଷୀଙ୍କୁ ପମ୍ପସେଟ ବଣ୍ଟନ ..

Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣୁପୁର ପକ୍ଷରୁ ଆଜି ୧୩୦ ଆଦିବାସୀ ଚାଷୀଙ୍କୁ ଉନ୍ନତ ମାନର ପମ୍ପ ସେଟ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଦ୍ୱାରା ଏହି ସହାୟତା ଯୋଗାଇ ଦିଆଯାଇଛି । ୭ ଟି ବ୍ଲକ୍ ରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ପ୍ରକଳ୍ପ ପ୍ରଶାସକ, କୃଷି ଅଧିକାରୀ, ଜୀବିକା ମିଶନ ର ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

You may have missed