July 1, 2024
Share

ତାରିଖ ୦୮/୦୫/୨୪, ବୁଧବାର

୧-ହ୍ରାସ ପାଇଲା ତାତି : ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହରର ତାପମାତ୍ରା।

୨-ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ‌।

୩-ଦୁଲୁକିବ କନ୍ଧମାଳ – ୯ରେ ପ୍ରଚାରରେ ସାମିଲ ହେବେ ନବୀନ, ୧୧ରେ ମୋଦି ଓ ୧୪ରେ ଖଡ଼ଗେ।

୪-ଦମ୍ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି , ଖଲ୍ଲିକୋଟରୁ ଆହ୍ବାନ କଲେ କାର୍ତ୍ତିକ ପାଣ୍ଡିଆନ୍।

୫-ଆଜି ବନକ ଲାଗି ନୀତି ପାଇଁ ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ,ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ।

୬-ଭଦ୍ରକ:NEET ପରୀକ୍ଷା ଦେଉଥିଲେ ନକଲି ପରୀକ୍ଷାର୍ଥୀ; ଧରାଇଦେଲା ଫିଙ୍ଗର ଫ୍ରିଣ୍ଟ,ଏଥିପାଇଁ ଡିଲ୍ ହୋଇଥିଲା ୧୦ ଲକ୍ଷ ଟଙ୍କା।

୭-ଭୁବନେଶ୍ୱର AIIMSର ବଡ଼ ସଫଳତା, ଖପୁରୀରୁ ବହାରିଲା ୭ କେଜିର ଟ୍ୟୁମର।

୮-ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ। ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯.୫୫ ଲକ୍ଷ ମତଦାତା।

୯-ଆସନ୍ତା ୧୦ରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ଼୍ ଶୋ’।

୧୦-ନିଳଗିରି: ଭିଡିଓ କଲରେ କଥା କାଳ ହେଲା,ଡମ୍ଫର ଚକାତଳେ ଜୀବନ ଗଲା।

୧୧-ଭୁବନେଶ୍ୱର:ସାମନାକୁ ଆସିଲା ସ୍ୱାମୀ-ସ୍ତ୍ରୀଙ୍କ କାରନାମା । କାରରେ ଆସି ଗାର୍ମେଣ୍ଟ ଦୋକାନରୁ ଚୋରି ଅଭିଯୋଗ । ସିସିଟିଭିରେ କଏଦ ହେଲା ଦୃଶ୍ୟ।

୧୨-୬୦ ଲକ୍ଷ ହଡ଼ପ,କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁଜରାଟରୁ ୪ ସାଇବର ଠକ ଗିରଫ।

୧୩-କଂଗ୍ରେସ ଛାଡ଼ିଲେ ନୀଳଗିରି ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା।

୧୪-ନୂଆ ଦିଲ୍ଲୀ: ପ୍ରମୁଖ ଆଇଟି କମ୍ପାନୀରେ ନିଯୁକ୍ତି ହ୍ରାସ, ଚାକିରି ୧.୫ ଲକ୍ଷ କମିଛି ୨୦୨୩ରେ।

୧୫-ସଙ୍କଟରେ ହରିୟାଣା ବିଜେପି ସରକାର । ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ।

୧୬-୯ରେ ଆସିବେ ଗଡ଼କରି ଓ ବିଶ୍ବଶର୍ମା, ଓଡ଼ିଶାରେ ପ୍ରଚାର କରିବେ ହେମା ମାଲିନି।

୧୭-IPL:ଦମ୍ ଦେଖାଇଲେ ଦିଲ୍ଲୀ ବୋଲର, ସଞ୍ଜୁଙ୍କ ଲଢୁଆ ଇନିଂସ ବେକାର; ରାଜସ୍ଥାନର ଲଗାତାର ୨ୟ ପରାଜୟ।

୧୮-ଆର୍ଥିକ ଠକେଇରେ ଲିପ୍ତ ୧.୫୮ଲକ୍ଷ ମୋବାଇଲ ହ୍ୟାଣ୍ଡସେଟ୍ ବ୍ଲକ୍,କଟିଛି ୩୦ ଲକ୍ଷରୁ ଅଧିକ ମୋବାଇଲର କନେକ୍ସନ।

୧୯-ଦେଶରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ – ଆସାମରେ ସର୍ବାଧିକ ୭୫.୩୦% ମତଦାନ।

୨୦-ମସ୍କୋ:ପଞ୍ଚମ ଥରପାଇଁ ରାଷ୍ଟ୍ରପତି ଭାବେ ପୁତିନଙ୍କ ଶପଥ ଗ୍ରହଣ।

 

🙏 ସୁପ୍ରଭାତ 🙏

You may have missed