April 15, 2025
Share

 

୧-ନୂଆଦିଲ୍ଲୀ:ପ୍ରମୁଖ କମ୍ପାନୀର ପ୍ରତିନିଧିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ,୩୦,୫୯୫ କୋଟିର ନିବେଶ,୪୮,୩୯୦ ନିଯୁକ୍ତି ପ୍ରସ୍ତାବ।

 

୨-ଭୁବନେଶ୍ୱର:୧୦ରୁ ସମସ୍ତ ବିଦ୍ୟାଳୟରେ ୟୁଏଏସ୍ ଉପସ୍ଥାନ ଲାଗୁହେବ।

 

୩-ରାଜଧାନୀରେ ବଢୁଛି ସାଇବର ଠକେଇ,୩ ମାସରେ ନେଇଗଲେ ୧୨ କୋଟି ଟଙ୍କା।

 

୪-ବଜାରକୁ ଆସିବ ନୂଆ ୧୦ ଓ ୫୦୦ ଟଙ୍କିଆ ନୋଟ।ନୂଆ ନୋଟରେ ରିଜର୍ଭ ବ୍ୟାଙ୍କର ନବନିଯୁକ୍ତ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ।

 

୫-ଭୁବନେଶ୍ୱର: ବିଜେଡ଼ିରେ ବିଦ୍ରୋହର ସ୍ବର, ନବୀନ ନିବାସରେ ‘ପାଣ୍ଡିୟାନ୍ ଗୋ-ବ୍ଯାକ୍’ ସ୍ଲୋଗାନ।

 

୬-ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ବଞ୍ଚିତ ହୋଇଥିବା ହିତାଧିକାରୀ ଏପ୍ରିଲ ୨୨ ଓ ୨୩ ତାରିଖରେ ପାଇବେ ସୁଭଦ୍ରା ଟଙ୍କା।

 

୭-ଗଞ୍ଜାମ ପାଳିବନ୍ଧ ଗାଁରେ ଦୁଃଖଦ ଘଟଣା,ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ହସ୍ପିଟାଲରେ ଜଣଙ୍କ ପରେ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର।

 

୮-ବ୍ରିଜ ଆଣ୍ଡ ରୁଫ ଲାଞ୍ଚ କାରବାର ମାମଲା, ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଲେ ହାଇକୋର୍ଟ।

 

୯-ଅଲ ଇଣ୍ଡିଆ ପୁଲିସ୍‌ ହକି ଚାମ୍ପିୟନସିପ, ଉଦଘାଟନ କଲେ ପୁଲିସ୍‌ ଡିଜି ୱାଇ ବି ଖୁରାନିଆ।

 

୧୦-ଡିପ୍ଲୋମା ଇଞ୍ଜିନିୟରିଂରେ ଗୁଣାତ୍ମକ ଶିକ୍ଷା ପାଇଁ ଆଜି ହିଁ ରେଜିଷ୍ଟ୍ରେସନ୍ କରନ୍ତୁ: https://qt.ltd/KIITKP/Uko0Ja, ଯୋଗାଯୋଗ ଫୋନ୍ ନଂ:9437089956,7978021989

 

୧୧-ଏପ୍ରିଲ ଆରମ୍ଭରୁ ସିଝିଲାଣି ସାରା ଦେଶ; ରାଜସ୍ଥାନରେ ୪୫ ଡିଗ୍ରୀ ଟପିଲା ପାରଦ; ୨୧ ସହରରେ ୪୨ ଡ଼ିଗ୍ରୀ ଉପରେ ତାପମାତ୍ରା।

 

୧୨-ଆୟୁଷ୍ମାନ ଯୋଜନାରେ ବେଶୀ ସୁବିଧା ପାଇବେ ୭୦ବର୍ଷରୁ ଅଧିକ ବୟସ୍କ, ଅଗ୍ରାଧିକାର ଭିତ୍ତିରେ ସାମିଲ ପାଇଁ କଟକରେ ଘରକୁ ଘର ସର୍ଭେ ଆରମ୍ଭ।

 

୧୩-ଆନନ୍ଦପୁର:ଟେଣ୍ଡର ସତ୍ତ୍ବେ ଉଚ୍ଛେଦ ହେଉନି ଜବରଦଖଲ କି ହୋଇପାରୁନି ଧାନ ମଣ୍ଡି, ପୌର କାର୍ଯ୍ୟାଳୟ ଘେରିଲେ ଚାଷୀ।

 

୧୪-ବାଲିଚନ୍ଦ୍ରପୁର:ବଢ଼ୁଛି ବିବାଦ, ନରି ପଣ୍ଡାଙ୍କ FIR ପରେ ତୁଳସୀ ମାଲିକଙ୍କ ଅଫିସ୍‌ରେ ପୋଲିସର ଛାନଭିନ୍ ଜାରି।

 

୧୫-ଭୁବନେଶ୍ୱର:ବଦଳିବ ସ୍ବୟଂ ସହାୟକ ଗୋଷ୍ଠୀର ରୂପରେଖ, ହଟିବେ ପୁରୁଣା ସଭାପତି ଓ ସଂପାଦକ।

 

୧୬-ସୁନ୍ଦରଗଡ଼:କୋଇଲା ଖଣି ଚୋରି ମାମଲା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କୁସୁମ ଟେଟେ, ଉଚ୍ଚ ସ୍ତରୀୟ ତଦନ୍ତ ଦାବି।

 

୧୭-ମୁମ୍ବାଇ:ବିରାଟ,ରଜତଙ୍କ ଅର୍ଦ୍ଧଶତକ; ମୁମ୍ବାଇକୁ ହରାଇଲା RCB ।

 

୧୮-ନୂଆଦିଲ୍ଲୀ:୫୦ ଟଙ୍କା ମହଙ୍ଗା ହେଲା ଘରୋଇ ଗ୍ୟାସ୍ ସିଲିଣ୍ଡର।

 

୧୯-କୋଲକାତା:୨୫ହଜାର ଶିକ୍ଷକ ନିଯୁକ୍ତି ରଦ୍ଦ ମାମଲା,ଶିକ୍ଷକଙ୍କୁ ଭେଟିଲେ ମମତା, ଦେଲେ ପ୍ରତିଶ୍ରୁତି।

 

୨୦-ବିଏସ୍ଏନ୍ଏଲକୁ ମିଳିଲା ୬୧ ହଜାର କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍।

 

୨୧-ବିହାର:ଥମୁନି ୱାକଫ ଆଇନ ଝଡ଼, ଜଣଙ୍କ ପରେ ଜଣେ ନେତା ନୀତୀଶଙ୍କ ହାତ ଛାଡ଼ିଲେ।

 

୨୨-ସେୟାର ବଜାରରେ କଳା ସୋମବାର, ୨୦ ଲକ୍ଷ କୋଟି ହରାଇଲେ ନିବେଶକ।

 

୨୩-ସେୟାର ମାର୍କେଟ କ୍ରାସ୍ ପରେ ଗ୍ରାହକଙ୍କୁ ଆଶ୍ୱସ୍ତି, କମିଲା ସୁନା ଓ ରୂପା ଦର।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*