January 9, 2025
Share

 

୧-ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମାରୋହ,ବିଶ୍ବ ଦେଖିବ ଓଡ଼ିଶା କଳା ସଂସ୍କୃତି,ଆଜି ରାତି ୮ଟାରେ ଆସିବେ ପ୍ରଧାନମନ୍ତ୍ରୀ।

 

୨-ଓଡ଼ିଶାରେ VVIPଙ୍କ ଭିଡ଼; ଏୟାରପୋର୍ଟରେ ସ୍ବାଗତ ପରେ ବୁଲି ଯାଉଛନ୍ତି ପୁରୀ-କୋଣାର୍କ-ଚିଲିକା।

 

୩-ଚିନ୍ତା ବଢାଇଲା ‘HMPV’ ଭୂତାଣୁ; ଦେଶରୁ ୮ ଜଣ ପଜିଟିଭ୍ ଚିହ୍ନଟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ, ଭୟଭୀତ ନ ହେବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ।

 

୪-ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ, ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଜାନୁଆରୀ ୧୨ ତାରିଖ ଯାଏ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ।

 

୫-ଡବଲ ଡେ଼କର ବସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଗାଡ଼କଣରୁ ଜନତା ମୈଦାନ ଗଡ଼ିଲା ବସ।

 

୬-ଭୁବନେଶ୍ୱର:ପଶିଲା ଆୟକର ବିଭାଗ; ଖୋଲିବ ହଂସିତା ଓ ଅନିଲଙ୍କ କଳା ସାମ୍ରାଜ୍ୟର ଗୁମର।

 

୭-ଜଳେଶ୍ଵର:କୁହୁଡ଼ି ସାଜିଲା କାଳ: ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରଲର, ଡ୍ରାଇଭର ଗୁରୁତର।

 

୮-ଛତିଶଗଡ଼ରେ IED ବିସ୍ଫୋରଣରେ ୮ ଯବାନ ସହିଦ, ହମଲା ପରେ ସର୍ଚ୍ଚ ଅପରେସନ ଜୋରଦାର

 

୯-ଦାରିଙ୍ଗିବାଡ଼ି:ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍, ଦିନଦ୍ବୀପହରେ ଫାଇନାନ୍ସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍।

 

୧୦-କାନ୍ଥରୁ ହଜିଯିବ ବିଜୁ ପକ୍କାଘର ଲୋଗୋ: ଗରିବଙ୍କ ପାଇଁ ଆସିବ ନୂଆ ପକ୍କାଘର ଯୋଜନା, ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଆଣିବେ ମୋହନ ସରକାର!

 

୧୧-ଚାଲିଛି ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି, ପଥର ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ।

 

୧୨-ରମାଦେବୀ ଛାତ୍ରୀଙ୍କୁ ତାଗିଦ ନୋଟିସ:କ୍ଲାସ ସମୟରେ ବାହାରେ ବୁଲିବା ଆଇନ ବିରୋଧୀ, ପୁନରାବୃତ୍ତି ହେଲେ କାର୍ଯ୍ୟାନୁଷ୍ଠାନ

 

୧୩-ଲକ୍ଷ୍ମୀନାରାୟଣପୁର:ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ଲିପ୍ତ, ସମାଜରେ ବିଶୃଙ୍ଖଳା,ନିଜ ପିଲାଙ୍କୁ ଅବହେଳା ସହିତ ମାନସିକ ଓ ଆର୍ଥିକ ଚାପ ଦେଉଥିବା ଛଚିଣା ଗୁଆମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ବିଭାଗୀୟ କାର୍ଯାନୁଷ୍ଠାନ ପାଇଁ ଦାବି।

 

୧୪-ଦକ୍ଷିଣ ଓଡିଶାର ପରୀକ୍ଷାର୍ଥୀଙ୍କ ପାଇଁ ଖୁସିର ଖବର, ଜୟପୁରରେ ହେବ ଓପିଏସସିର ପରୀକ୍ଷା କେନ୍ଦ୍ର।

 

୧୫-ଏକାମ୍ର କାନନରେ ରଙ୍ଗ ବେରଙ୍ଗ ଫୁଲର ସମ୍ଭାର : ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

 

୧୬-ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ସର୍ତ୍ତମୂଳକ ଜାମିନ,ଅନୁଗାମୀଙ୍କୁ ଭେଟି ପାରିବେ ନାହିଁ।

 

୧୭-ଜିନ୍ନତକୁ ନେଇ ଓଡିଶା-ବେଙ୍ଗଲ ମୁହାଁମୁହିଁ; କଟାକ୍ଷ କଲେ ଜଙ୍ଗଲ ମନ୍ତ୍ରୀ, ରାଗିଲେ ଦିଦି।

 

୧୮-ପୋତିହୋଇପଡୁଛି ନଦୀଶଯ୍ୟା, ୨୦୫୦ ସୁଦ୍ଧା ୨୬% ଜଳଧାରଣ କ୍ଷମତା ହରାଇବେ ଭାରତର ପ୍ରାୟ ୩,୭୦୦ ଡ୍ୟାମ୍: ରିପୋର୍ଟ

 

୧୯-ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା, ଫେବୃଆରୀ ୫ରେ ଦିଲ୍ଲୀରେ ଭୋଟ୍‌ ଗ୍ରହଣ, ୮ରେ ଫଳାଫଳ।

 

୨୦-ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି, ରାଜଘାଟରେ ନିର୍ମାଣ ହେବ ପ୍ରଣବଙ୍କ ସ୍ମାରକୀ।

 

୨୧-ନୂଆ ଦିଲ୍ଲୀ:EPF ପେନସନ୍ ସର୍ବନିମ୍ନ ୫ ହଜାର କରିବାକୁ ଦାବି।

 

୨୨-୨ ବର୍ଷରେ ହିଁ ଅଲଗା ହୋଇଗଲେ ଜେନିଫର୍ ଲୋପେଜ-ବେନ୍ ଆଫ୍ଲେକ, ଅଭିନେତ୍ରୀଙ୍କ ଚତୁର୍ଥ ଛାଡ଼ପତ୍ର।

 

୨୩-ତିବ୍ବତରେ ଭୁମିକମ୍ଫ, ରିକ୍ଟର ସ୍କେଲରେ ତୀବ୍ରତା ୭.୧,୧୨୬ ମୃତ।

 

୨୪-କୁର୍ସ୍କରେ ଲଢ଼େଇ ଜାରି, ପୂର୍ବ ୟୁକ୍ରେନ ସହର ଦଖଲ ଦାବି କଲା ରୁଷ୍।

 

*🙏 ସୁପ୍ରଭାତ 🙏*