ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, ପର୍ଯ୍ୟଟକଙ୍କ ନିମନ୍ତେ ନାହିଁ ଆବଶ୍ୟକୀୟ ସୁବିଧା ସୁଯୋଗ ..
ତିର୍ତ୍ତୋଲ(ଶରତ କୁମାର ଦାଶ) ମନ୍ଦିର ମାଳିନୀ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡିଶା ର ପ୍ରାଚୀନ ପ୍ରସିଦ୍ଧ ଶକ୍ତିପୀଠ ବାଣୀ କ୍ଷେତ୍ର। ଜଗତସିଂହପୁର ଜିଲ୍ଲାର...
