September 21, 2024

ବୁଦ୍ଧଖୋଲ ପାଦଦେଶସ୍ଥ ବଜାର ଗୃହ ଉଦଘାଟିତ

Share

ବୁଦ୍ଧଖୋଲ ପାଦଦେଶସ୍ଥ ବଜାର ଗୃହ ଉଦଘାଟିତ
ବୁଗୁଡା : ତା ୦୭/୧୨/୨୩ : ସ୍ଥାନୀୟ ପ୍ରସିଦ୍ଧ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ପାଦଦେଶସ୍ଥ ବଜାର ଗୃହର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ବଜାର ଗୃହର ଉଦଘାଟନ କରିଥିବା ବେଳେ ଏଥିରେ ବୁଦ୍ଧଖୋଲ ଉନ୍ନୟନ ସମିତିର କର୍ମକର୍ତ୍ତା ଏବଂ ସଦସ୍ୟଗଣ ଉପସ୍ଥିତ ରହିଥିଲେ ।