December 3, 2024

ବେଲଗୁଣ୍ଠା ଏନ ଏ ସି ଉପାଧ୍ୟାକ୍ଷା ଙ୍କ ବିରୁଦ୍ଧରେ ଅନାସ୍ଥା ଓ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ 

Share

ଛତ୍ରପୁର -6/୧୧/୨୪(ଅରୁଣ କୁମାର ପଣ୍ଡା )ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପାଧ୍ୟାକ୍ଷା T ବବିତା କୁମାରୀ ଙ୍କ ବିରୁଦ୍ଧରେ ପ୍ରାୟ ୧୧ଜଣ କାଉନସିଲ ର ମିଳିତ ଭାବେ ଆସି ଜିଲ୍ଲା ପାଳ ଙ୍କୁ ଲିଖିତ ଭାବରେ ଅନାସ୍ଥା ପ୍ରସ୍ତାବ ଗୃହୀତ କରିବା ପାଇଁ ଦାବି ଜଣାଇ ଛନ୍ତି ଉପାଧ୍ୟାକ୍ଷା ଓ ତାଙ୍କ ସ୍ୱାମି ଲିଙ୍ଗରାଜ ପାତ୍ର ନାନା ଦୁର୍ନୀତି ରେ ଲିପ୍ତ ରହିବା ସହିତ ବିଭିନ୍ନ ଜନ କଲ୍ୟାଣ କାମ ଜୋର କରି ବନ୍ଦ କରିବାର ଅଭିଯୋଗ ଆଣି ଛନ୍ତି ଯାହା ଫଳରେ 1୩ଗୋଟି ୱାର୍ଡ ମଧ୍ୟରୁ କିଛି ୱାର୍ଡ ରେ ରାସ୍ତା ଓ ପୋଖରୀ ଗୁଡିକ ଅଧା କାମ ହୋଇ ପଡିରହିଥିନା ଯୋଗୁଁ ୱାର୍ଡ ର ଜନ ସାଧାରଣ ଙ୍କ ଆକ୍ରୋଶ ର ଶିକାର ହେବାକୁ ପଡୁଛି ଏହା ପୂର୍ବରୁ ମା ବ୍ରାହ୍ମଣ ଦେବୀ ଙ୍କ ପୀଠରେ ଏକ ବୈଠକ କରି ଉପାଧ୍ୟାକ୍ଷା ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ କୁ ସର୍ବ ସମ୍ମତି କ୍ରମେ ପରୀତ କରାଯାଇଥିଲା ଜିଲ୍ଲା ପାଳ ଏ ଉପରେ ଶୀଘ୍ର ଦୃଷ୍ଟି ଦେବେ ବୋଲି କାଉନସିଲ ର ମାନେ ଦାବି ଜଣାଇ ଛନ୍ତି