November 25, 2024

Day: October 7, 2024

ଟ୍ରକ କଣ୍ଟେନର ସାମ୍ନା ସାମନି ଧକ୍କା:ଦୁର୍ଘଟଣାରେ ଜୀବନ୍ତ ଜଳିଗଲେ କଣ୍ଟେନର ଡ୍ରାଇଭର, ଟ୍ରକ ଡ୍ରାଇଭର ର ମିଳୁନି ପତ୍ତା, ଗୁରୁତର ଖଳାସୀ ଡାକ୍ତରଖାନାରେ ଭର୍ତ୍ତି 

    ସମ୍ବଲପୁର:ଗୌଡ଼ପାଲି ଜମନକିରା ୫୩ ନମ୍ବର ଜାତୀୟ ରାଜପଥ ସାଜିଛି ମରଣ ଯନ୍ତା। ବାରମ୍ବାର ଘଟୁଥିବା ଘଟଣା ପରି ଗତକାଲି ସନ୍ଦ୍ୟା ୬. ୨୨ରେ ଘଟିଥିବା...

ସାମାଜିକ ପ୍ରତିଛବି ସର୍ବଦା ପରିବର୍ତ୍ତନଶୀଳ..

  ନୀଳଗିରି.... ସ୍ରଷ୍ଟାର ସୃଷ୍ଟିପାଇଁ ନିଜ ହୃଦୟରେ ସୃଷ୍ଟି ହେଉଥିବା କୌତୁହଳର ପ୍ରତିଫଳନରୁ ପ୍ରତିକ୍ରିୟାର ଜନ୍ମ ହୁଏ । ଅନୁଭବ ଦ୍ରୁତତର ହୁଏ, ଅବବୋଧର ମଧ୍ୟ ଜନ୍ମ...

ତିର୍ତ୍ତୋଲ ପ୍ରେସ କ୍ଳବ୍ ର ସାଂଗଠନିକ ବୈଠକ ରେ ସାମ୍ବାଦିକ ମାନଙ୍କର ମୌଳିକ ଅଧିକାର ଉପରେ ଆଲୋକପାତ…..

  ଆମ ରାଜ୍ୟରେ, ଆଜି ପର୍ଯ୍ୟନ୍ତ ସାମ୍ୱାଦିକ ମାନଙ୍କର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇ ନଥିବା ବେଳେ, ଏହି ଗଣମାଧ୍ୟମ ର ପ୍ରତିନିଧି ମାନଙ୍କ ପାଇଁ ପେନସନ...

ଆଜିର ରାଶିଫଳ..

════•❁❀❁•═════✧* *ମେଷ:👉 ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚...

ବେଦାନ୍ତର ପରିବେଶ ପ୍ରଦୂଷଣ ପ୍ରତିବାଦରେ ରେଳରୋକ

  ରାୟଗଡା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ କାରଖାନାର ଅଶୋଧିତ ତଥା ଦୂଷିତ ଜଲଭଣ୍ଡାର ରେଡମଡ଼ ପଣ୍ଡ ଭୁଷୁଡ଼ି ପଡିବା ଫଳରେ ବିଷାକ୍ତ ପାଉଁଶ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.