ସଡ଼କ ଦୁର୍ଘଟଣା ଦୁଇ ବାଇକି ମୁହାଁ ମୁଁହି
ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟସ୍ଥ ଜରଉ ଠାରେଏକ ଘରଇ ବସ୍ ନାମ କନକ ଦ୍ରୁଗା ସୋରଡ଼ା ମୁଁହା ହୋଇ ଆସୁଥିବା ସମୟରେ ସୋରିଷ ବିଲି ଗ୍ରାମର ତିନି ଜଣ ପିଲା ଏକ ପୋଲସର ବାଇକ ରେ ଦ୍ରୁତ ଗତିରେ ଯାଉଥିବା ସମୟରେ ଆଉ ଦୁଇ ଜଣ ଅନ୍ୟ ଏକ ବାଇକିରେ ଯାଉଥିଲେ ଜାଫଳରେ ଦୁଇ ବାଇକ ମୁଁହା ମୁଁହିଁ ହୋଇ ବସ୍ କୁ ଅତିକ୍ରମ କରି ଯିବା ସମୟରେ ବାଇକ କୁ ବାଇକ ପିଟି ହୋଇଯାଇଥିଲା, ଯାହାକି ବାଇକ ରେ ଚଳାଉ ଥିବା ପାଞ୍ଚଜଣ ବ୍ୟକ୍ତି ଗୁରୁତର
ହୋଇ ପଡିରହିଥିଲେ,ରାସ୍ତାରେ ଯଉଥିବା ଲୋକ ଓ ବସ୍ ରେ ଥିବା ଲୋକ, ଓ ସୋରଡ଼ା ପୋଲିସ ଆସି ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋରଡ଼ା ମେଡିକାଲରେ ଭର୍ତି କରିଥିଲେ, ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ମେଡିକାଲକୁ ଆସି ସେମାନଙ୍କୁ ଦେଖା ଶୁଣା କରିବା ପରେ ଯଥାଶୀଘ୍ର ମେଡିକାଲରେ ଚିକିତ୍ସା କରା ଚାଲିଥିଲା ଓ ଘର ଲୋକ ମାନଙ୍କୁ ଶାନ୍ତନା ଦେଉଥିଲେ, ସୋରଡ଼ା ନିକଟସ୍ଥ ଉତ୍ତମ ନାୟକ ରିପୋର୍ଟ
