March 10, 2026

ରେଙ୍ଗାଲିକେମ୍ପ ଠାରେ ରେଜାଙ୍ଗାଲା ସହିଦ ମାଟିର କଳସ ଯାତ୍ରା

IMG-20250607-WA0042
Share

 

 

ଶନିବାର ସନ୍ଦ୍ୟା ରେ ବରଗଡ ଜିଲା ଅତାବିରା ଏନଏସି ଅଧିନ ରେଂଗାଲିକେମ୍ପ ଠାରେ ବ୍ଲକ ଯାଦବ ସମାଜ ତରଫରୁ ରେଜାଙ୍ଗାଲା ସହିଦ ମାଟିର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି |ଏହି ଭବ୍ୟ କଳସକୁ ଯାଦବ ସମାଜର କର୍ମକର୍ତ୍ତା ପୂଜାର୍ଚ୍ଚନା କରିଥିଲେ |ପରେ ବ୍ଲକ ଯାଦବ ସମାଜର ସଭାପତି ପୂର୍ଣ୍ନଚନ୍ଦ୍ର ସାଲମାକଂ ସଭାପତିତ୍ବରେ ଏକ ସଭା ଆୟୋଜିତ ହୋଇଥିଲା ଏଥିରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଦେବଦତ୍ତ ତାଣ୍ଡି ,ସଭାରେ ମଂଚାସୀନ ଥିଲେ ଜିଲା ଯାଦବ ସମାଜର ସମ୍ପାଦକ ରାମନାରାୟଣ ଭୋଇ,ଜିଲା ଯୁବଯାଦବ ସଭାପତି ପ୍ରଦୀପ ଥପା,ଏନଏସି ସଭାପତି ଧ୍ରୁବରାଜ ପୋଢ,ବେଣୁଧର ଷାଣ୍ଡ,ନବୀନ କୁମାର ବନଛୁର,ରାଧାକାନ୍ତ ବଗର୍ତ୍ତି,ବ୍ଲକ ସମ୍ପାଦକ ସୁରେନ୍ଦ୍ର କଠାର,କୋଷାଧ୍ଧ ମହନ କଠାର,ବନବୋଧ ବନଛୁର ପ୍ରମୁଖ |ଅତିଥିମାନେ ମିଶନ ଅହିର ରେଜିମେଣ୍ଟ ସମ୍ପର୍କରେ ଆଲୋକପାତ କରିଥିଲେ |ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶ୍ରୀପତି ପୋଢ,ରେନମାଲ ଜାଲ,ସନ୍ୟାସି ଠେଲା,ଦାଶରଥି ରାଉତ ,ମାଲିକ ମହାକୁର ପ୍ରମୁଖ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁଦାମ ଭୋଇ |