September 29, 2024

ଝଡ଼େଶ୍ୱରୀ ପାତ୍ର ଙ୍କ ବିୟାଗ ରେ ଶୋକ….

Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ସୁନାର ବେଲି ନୂଆଗାଁ ଗ୍ରାମ ପଞ୍ଚାୟତ ଷଣ୍ଢଗାଁ ଗ୍ରାମ ରେ ଆଜି ଅପରାହ୍ନ ଓଢ଼େଇ ଘଣ୍ଟା ସମୟ ରେ ଝଡ଼େଶ୍ୱେରୀ ପାତ୍ରଙ୍କ ବୟା ନବେ ବର୍ଷ ବୟସ ସେ ଶେଷ ନିଶ୍ୱାସ ତ୍ୟାଗ କରି ଥିବା ଖବର ପ୍ରସାର ହବା ପରେ ସଙ୍ଗେ ସଙ୍ଗେ ପରିବାର ଓ ବନ୍ଧୁ ପରିଜନ ଙ୍କ ସୁଅ ଛୁଟି ଥିବା ଜଣା ଯାଇଛି. ସେ ଜଣେ ସମାଜ ସେବୀ ମହିଳା ଭାବରେ ଅଞ୍ଚଳ ରେ ବେଶ ଜଣା ଶୁଣା ଥିଲେ. କୋଟପାଡ଼ ପ୍ରଧାନ ସଡ଼କ ପାର୍ଶ୍ଵ ରେ ଦୀର୍ଘ ପଞ୍ଚସଠି ବର୍ଷ ରୁ ଅଧିକ ଦିନ ଧରି ନିଜ ପରିବାର ସହ ରହି ସମାଜ ସେବା ରେ ନିଜକୁ ନିୟଜିତ କରି ଥିଲେ. ନାରୀ ସଂଘର ସଭା ନେତ୍ରୀ ଥିଲେ. ବୃଦ୍ଧା ବସ୍ଥା ଯୋଗୁଁ କିଛି ଦିନ ହେବ ସେ ଅସୁସ୍ଥତା ଅନୁ ଭଵ କରି ଥିଲେ ପରେ ସେ ଚାଷ ଗାଁ କୁ ଚାଲି ଯାଇଥିଲେ.
ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ତଥା ବରିଷ୍ଟ ଆଇନ ଜୀବି ପଙ୍କଜ ପାତ୍ର. ଅନଜ ପାତ୍ର. ରଞ୍ଜୁ ପାତ୍ର. ଜଟି ପାତ୍ର. ଶରତ ପାତ୍ର. ରଞ୍ଜୁ ପାତ୍ର. ଅଜିତ ପାତ୍ର. ଝିଅ ଶ୍ରୀମତୀ ଭାରତୀ ନାୟକ ଆରତି ପଟ୍ଟନାୟକ ପ୍ରଭାତି ପାତ୍ର. ସନ୍ତୋଷୀ ପାତ୍ର ଏବଂ ବହୁ. ଜ୍ୱାଇଁ. ନାତି ନାତୁଣୀ ଉପସ୍ଥିତ ଥିବା ଜଣା ଯାଇଛି. ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ଓ ଛତିଶ ଗଡ଼ ସମେତ
ପିସିସି ସଭ୍ୟ ମଣି ପ୍ରସାଦ ପଟ୍ଟନାୟକ. ସମାଜ ସେବୀ ଡାକ୍ତର ଗଣେଶ ପଣ୍ଡା. ବ୍ଲକ କଂଗ୍ରେସ ସଭା ପତି ପ୍ରକାଶ ଚନ୍ଦ୍ର ମହାନ୍ତି. ପୌର ଅଧକ୍ଷ ସଙ୍କର ରାଓ. ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ. ସ୍ଥାନୀୟ ବିଧାୟିକା ପଦ୍ମନି ଦିଆନ. ରାମ କୃଷ୍ଣ ପୂଜାରୀ.ପୂର୍ବତନ ପୌର ଉପା ଧକ୍ଷ ବାପୁନ ତ୍ରିପାଠୀ. କୃଷକ ନେତା ତ୍ରିପତି ବାଲାଜୀ ମହାନ୍ତି. ଶୁକ୍ରିୟା ପ୍ରଧାନ ଙ୍କ ସମେତ ବହୁ ଖବର ଦାତା ଓ ଓକିଲ ବନ୍ଧୁ ଏବଂ ସରକାରୀ ଓ ବେ ସରକାରୀ ଅନୁଷ୍ଠାନ ର କର୍ମ କର୍ତ୍ତା ମାନେ ବାସ ଭଵନ କୁ ଯାଇ ଶୋକ ସନ୍ତପ୍ତ ପରିବାର କୁ ସମ ବେଦନା ଜଣେଇ ଫେରି ଥିବା ଜଣା ଯାଇଛି
( କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର)