November 21, 2024

Day: March 7, 2024

ବ୍ରହ୍ମଗିରି ରେ ବିଜେଡି କୁ ଭୟ ରମେଶ …

ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ଓଡିଶା ର ବ୍ୟୟ ବହୁଳ ନିର୍ବାଚନ ମଣ୍ଡଳୀ ପୁରୀଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କଥା ଏଠାରେ ପୂର୍ବତନ ଯୋଜନା ବୋର୍ଡ...

ଉଦ୍ୟାନ କୃଷି ତରଫରୁ ତାଲିମ କାର୍ଯ୍ୟକ୍ରମ….

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଉଦ୍ୟାନ ବିଭାଗ ତରଫରୁ ମହିଳା ଗୋଷ୍ଠୀ ମାନଂକୁ ନେଇ ,ଉଦ୍ୟାନ କୃଷି ସମ୍ବନ୍ଧୀୟ ଏକ କର୍ମଶାଳା ପିର ଯାହାନିଆଁ କଲ୍ୟାଣ ମଣ୍ଡପ...

ଗଜପତି:- ଜିଲ୍ଲା ସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି’ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ…

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଶୀର୍ବାଦ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା...

ଗଜପତି:- ପିଏମ: ବିଶ୍ଵକର୍ମା ଯୋଜନା ଉପରେ ମେଗା ଆଲୋଚନା ଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ….

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ହୋଟେଲ "ସାଇ ଇଣ୍ଟରନେସନାଲ"ର ସମ୍ମିଳନୀ କକ୍ଷ ଠାରେ ଭାରତ ସରକାର'ଙ୍କ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ...

ଛଅ ଦଫା ଦାବି ପୂରଣ ନ ହେଲେ ଆସନ୍ତା ସାଧାରଣ ନିର୍ବାଚନ ରେ ଭୋଟ୍ ବର୍ଜନ କରିବେ ୧୪ ଲକ୍ଷ ମତ୍ସ୍ୟ ଜିବୀ…

ତାତିଲେ ମତ୍ସ୍ୟଜୀବି , ଦାବି ପୂରଣ ନହେଲେ ସମୂହ କରିବେ ଭୋଟ ବର୍ଜନ | ଆମର ହକ୍ ଆମକୁ ନଦେଲେ ହେବ ଭୟଙ୍କର ଲଢେଇ | ଏଭଳି...

ମାଣିତରା କ୍ଲଷ୍ଟର ସ୍ତରୀୟ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ…

ବୁଗୁଡ଼ା : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ମାଣିତରା କ୍ଲଷ୍ଟର ପକ୍ଷରୁ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ସଙ୍କୁରୁ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ...

ମୋ ସ୍କୁଲ ଅଭିଯାନ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ…

ବୁଗୁଡ଼ା :  ବୁଗୁଡ଼ା ବ୍ଲକର ବେଠିଆବୋରଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ମୋ ସ୍କୁଲ ଅଭିଯାନ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଦ୍ବୟ ଅନୁଷ୍ଠିତ ହୋଇଯାଇଛି...

ବୁଗୁଡ଼ା ଡାକ୍ତରଖାନା ବାରଣ୍ଡାରେ ପଡିରହିଛନ୍ତି ଅପରିଚିତା ବୃଦ୍ଧା, ପ୍ରଶାସନିକ ସହାୟତା ଦାବି…

  ବୁଗୁଡ଼ା : ଦୀର୍ଘ ଦିନ ଧରି ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବାରଣ୍ଡାରେ ପଡି ରହିଛନ୍ତି ଜନୈକା ବୃଦ୍ଧା ମହିଳା । ବାଧକ ସାଜିଛି ତାଙ୍କର...

ପୁନେ ରୁ ଗାଁକୁ ଫେରିଲା ମୃତ୍ୟୁ ଶରୀର କୁକୁଡ଼ାଖଣ୍ତି,…

ଗଞ୍ଜାମ ଜିଲ୍ଲା ଗୋପାଳପୁରର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ଗ୍ରାମର ଚନ୍ଦନ ନାୟକ(୨୬)ଙ୍କ ମହାରାଷ୍ଟ୍ର ରାଜ୍ୟ ପୁନେ ଜିଲ୍ଲା ବାଧଲୱାଡି ଶିଳ୍ପାଞ୍ଚଳ...

କୁକୁଡ଼ାଖଣ୍ତି ବ୍ଲକର ବିଏସକେୱାଇ ନବୀନ କାର୍ଡ ଶୁଭାରମ୍ଭ….

  କୁକୁଡ଼ାଖଣ୍ତି,ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଏସକେୱାଇ ନବୀନ କାର୍ଡ ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ସ୍ମାର୍ଟକାର୍ଡ଼ ଦ୍ୱାରା...