November 21, 2024

ଓଜନ ଓ ମାପ ଯନ୍ତ୍ର ଯାଞ୍ଚ , ୯ ହଜାର ଟଙ୍କା ଜୋରିମାନା ଆଦାୟ…

Share

ବୁଗୁଡା : ତା ୦୭/୦୩/୨୪ : ବୁଗୁଡ଼ା ଏନ୍‌ଏସି ଅନ୍ତର୍ଗତ ବିଭିନ୍ନ ବ୍ଯବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ ଓଜନ ଓ ମାପ ଯନ୍ତ୍ର ଯାଞ୍ଚ ସହ ନିୟମ ଖିଲାପକାରୀମାନଙ୍କଠାରୁ ୯ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ଉକ୍ତ ଚଢାଉରେ ଏନ୍ଏସିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏଟିଓ ସୁନନ୍ଦ ଶେଖର ସାହାଣୀ , ତହସିଲଦାର ତାପସ ରାଉତ , ମାର୍କେଟିଂ ଇନିସପେକ୍ଟର ହେମନ୍ତ କୁମାର ପ୍ରଧାନ , ଭଞ୍ଜନଗର ଲିଗାଲ୍ ମେଟ୍ରୋଲୋଜି ଇନିସପେକ୍ଟରଙ୍କ ସମେତ ସ୍ଥାନୀୟ ପୋଲିସ ସାମିଲ ରହିଥିଲେ ।