ଖବର ଉପାନ୍ତ ଓଡିଶା ସମାଚାର ପୁରୀ ସମୁଦ୍ରକୂଳ ଥାନା ପୋଲିସକୁ ବଡ ସଫଳତା.. upanta odisha February 7, 2024 Shareପୁରୀ ସମୁଦ୍ରକୂଳ ଥାନା ପୋଲିସକୁ ବଡ ସଫଳତା ।୫୨୦ ଗ୍ରାମ ଧଳା ଜହର ବା ବ୍ରାଉନସୁଗାର ଜବତ ।ବେଆଇନ ବ୍ରାଉନସୁଗାର କାରବାର ଅଭିଯୋଗରେ ଦୁଇ ଗିରଫ ।ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୫୦ ଲକ୍ଷ ୨୦ ହଜାର ଟଙ୍କା । (ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ) Post Navigation Previous ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ….Next ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କୁ ସାମିଲ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ: ରାଷ୍ଟ୍ରୟ ଗ୍ରାମ ପ୍ରଧାନ/ସରପଞ୍ଚ୍ ରାଜ୍ୟ ସଂଗଠନର ସ୍ୱାଗତ.. More Stories ଖବର ଉପାନ୍ତ ଓଡିଶା ସମାଚାର ଆଜିର ଖବର.. upanta odisha March 10, 2026 ଖବର ଉପାନ୍ତ ଓଡିଶା ସମାଚାର ଆଜିର ରାଶିଫଳ.. upanta odisha March 10, 2026 ଖବର ଉପାନ୍ତ ଓଡିଶା ସମାଚାର ମାଟି ମାଫିଆ ଙ୍କ ବିରୋଧରେ ଅଭିଯୋଗ ଆଣିଲେ ଚାଷୀ upanta odisha March 9, 2026