ଦେଉଳି ଗ୍ରାମରେ ବିଶ୍ଵ ଶାନ୍ତି ନିମନ୍ତେ ଅଷ୍ଟପ୍ରହରୀ ନାମ ଯଜ୍ଞ,

ବେଗୁନିଆ ବ୍ଳକ ଦେଉଳିପଞ୍ଚାୟତ ର ଦେଉଳି ଗ୍ରାମରେ ଆଜକୁଦୀର୍ଘ ୩୨ ବର୍ଷ ଧରିବିଶ୍ଵ ଶାନ୍ତି ଅଷ୍ଟପ୍ରହର ନାମ ଯଜ୍ଞ ବହୁତ ଉତ୍ସାହର ସହିତ ପାଳନ କରି ଆସୁଛନ୍ତି ଏହି ଯଜ୍ଞ ଉଦୟ ଅସ୍ତ ରୁ ଆରମ୍ଭ ହୋଇ ସ୍ଵର୍ଗତ ବୈକୁଣ୍ଠ ସାମନ୍ତରା ସ୍ଵର୍ଗତ ବ୍ରଜବଂଧୁ ମାଣିଆ ଏହି ଗ୍ରାମରେ ପ୍ରଥମେ ଆରମ୍ଭ କରିଥିଲେ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନାମଯଜ୍ଞ ଚାଳୁଛି ମୁଖ୍ୟ ଅତିଥି ଭାବରେ ଦେଉଳି ଗ୍ରାମ ପଞ୍ଚାୟତ ସରପଞ୍ଚ ଅକ୍ଷୟ କୁମାର ରାଉତରାୟ ଯୋଗ ଦେଇ ଗ୍ରାମବାସି ମାନଙ୍କୁ ଉତ୍ସାହିତ କରିଥିଲେ ଆମତ୍ରିତ କିର୍ତ୍ତନ ମଣ୍ଡଳିରେ କୁନି ପିଲା ଷଷ୍ଠ ଶ୍ରେଣିର ଛାତ୍ର ସନ୍ରୋସ ପଲେଇ ମୃଦଙ୍ଗକୁ ତାଳରେ ବଜାୟି ସମସ୍ତଙ୍କୁ ଆକର୍ସିତ କରିଥିଲା ଅରୁଣ କୁମାର ଛୋଟରାୟ, କ୍ଷେତ୍ରବାସି ଛୋଟରାୟ, ଜିତେନ୍ଦ୍ର ପରିଡା, କେଳୁପାଇକରାୟ, ପ୍ରଫୁଲ ବେହେରା, ଅଜୟ ସାମନ୍ତରା,ଲଛମନପରିଡା, ପ୍ରଭାତ ସାମନ୍ତରା, ପ୍ରକାଶ ସ୍ୱାଇଁ, ସିଧେଶ୍ଵର ପରିଡା, ମୁଖ୍ୟ ଭାବରେ ରବିନ୍ଦ୍ର ମାଣିଆ ସମସ୍ତ ଗ୍ରାମବାସି ଭାଇ ଓ ଭଉଣୀମାନଙ୍କୁ ନେଇ ସାନ୍ତିଶୃଙ୍ଖଳା ର ସହିତ ବିଶ୍ଵ ଶାନ୍ତି ଅଷ୍ଟପ୍ରହରୀ ନାମ ଯଜ୍ଞ, ସେସ କରିଥିଲେ
ରିପୋର୍ଟର ମାନସ ରଞ୍ଜନ କର
