October 6, 2024
Share

         ପବିତ୍ର ଦୂର୍ଗାପୂଜା ଅବସରରେ ” ଉପାନ୍ତ ଖବର” ର ସମସ୍ତ ପାଠକ ପାଠିକା, ବୋଲଗଡ଼ ବ୍ଲକ ଅନ୍ତର୍ଗତ କୃଷକ,ଗଣ ପ୍ରତିନିଧି, ଶିକ୍ଷକ/ ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ, ଓକିଲ, ବ୍ୟବସାୟୀ ଙ୍କ ସମେତ ସମସ୍ତ ବର୍ଗର ଜନସାଧାରଣ ଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଦୁର୍ଗାପୂଜା ଅବସରରେ ଜଣାଉଛି। ଓଡ଼ିଶାର ଆରାଧ୍ୟ ଠାକୁର ପ୍ରଭୁ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରୁଛି ସମସ୍ତଙ୍କର ପ୍ରତି ମୂହୁର୍ତ୍ତ ସୁଖ ଓ ଶାନ୍ତିରେ ସମୟ ଅତିବାହିତ ହେଉ।

             ପ୍ରମୋଦ କୁମାର ସ୍ବାଇଁ

ପ୍ରଧାନ ଶିକ୍ଷକ ତଥା ସଭାପତି ଶିକ୍ଷକ ସଂଘ,

ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ, ସଂପୁର, ବୋଲଗଡ଼।