June 12, 2026

ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦଘାଟିତ

IMG-20250906-WA0048
Share

ବୁଗୁଡ଼ା : ତା ୦୬/୦୯/୨୫ : ବୁଗୁଡ଼ା ଏନଏସି ଅନ୍ତର୍ଗତ ବେତାରସିଙ୍ଗି ରୋଡ଼ଠାରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦଘାଟିତ ହୋଇଯାଇଛି। ଉକ୍ତ ଆରୋଗ୍ୟ ମନ୍ଦିରକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, କେ.ନୀଳମାଧବ ଆଚାରୀ, ମେଡିକାଲ ଅଫିସର ସ୍ବାତୀ ପ୍ରଧାନ, ବିଏଏମ ସଞ୍ଜୟ କୁମାର ବିଷୋୟୀଙ୍କ ସମେତ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ଉପସ୍ଥିତ ରହିଥିଲେ।