ଖବର ଆଜିର*
*ଖବର ଆଜିର*
*ତାରିଖ ୦୬/୦୯/୨୩, ବୁଧବାର*
*୧-ସାବାଡ ହେବେ ସାଇବର ଅପରାଧୀ, ଖୋଲିଲା ସାଇବର ହେଲ୍ପ ଡେସ୍କ -୧୯୩୦ ।*
*୨-ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ।*
*୩-ଭୁବନେଶ୍ୱର:ଆସୁଛି ପାର୍ବଣ ଋତୁ, ଚଳଚଞ୍ଚଳ ମୂର୍ତ୍ତିଶାଳ,ଡେରା ପକାଇଛନ୍ତି ବଙ୍ଗୀୟ ଶିଳ୍ପୀ।*
*୪-ଅକ୍ଟୋବର ପହିଲାରୁ ନୂଆ ନିୟମରେ ସିମ୍ କାର୍ଡ ବିକ୍ରି,ଜାରି ହେଲା ସର୍କୁଲାର।*
*୫-ବାଙ୍କୀରେ ଅଭାବନୀୟ ଘଟଣା, ଅବସରପ୍ରାପ୍ତ ଯବାନଙ୍କ ମାଡ଼ରେ ମହିଳା ଥାନା ଅଧିକାରୀ ଗୁରୁତର।*
*୬-ରାଜଧାନୀ ଉପକଣ୍ଠ ନହରକଣ୍ଟା ଅଞ୍ଚଳରେ ଉତ୍ପାତ କରୁଛି ହନୁମାଙ୍କଡ଼: ୨୦ରୁ ଅଧିକ ଲୋକଙ୍କୁ କଲାଣି ଆକ୍ରମଣ।*
*୭-କର୍ଟିନ୍ ବିଶ୍ୱବିଦ୍ୟାଳୟ ସହ ଜିଲ୍ଲା ପ୍ରଶାସନର ବୁଝାମଣା, ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝରର ୫ ଛାତ୍ରଛାତ୍ରୀ।*
*୮-ପାରାଦୀପ ବନ୍ଦର ସୁପରିଟେଣ୍ଡ ଇଞ୍ଜିନିୟର ବହିଷ୍କୃତ, ଜାଲ୍ ଜାତି ପ୍ରମାଣପତ୍ର ଦେଇ କରୁଥିଲେ ଚାକିରି।*
*୯-କଟକରେ ଦୁଇ ଯାତ୍ରୀବାହୀ ଟ୍ରେନ୍ ମୁହାଁମୁହିଁ, ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା।*
*୧୦-ଗୁରୁଦିବସକୁ କଳା ଦିବସ ଭାବେ ପାଳିଲେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ମୁହଁରେ କଳା କପଡ଼ା ବାନ୍ଧି ଲୋୟର ପିଏମଜିରେ କଲେ ବିକ୍ଷୋଭ ପ୍ରଦର୍ଶନ।*
*୧୧-ପବିତ୍ର ଗୁରୁଦିବସରେ ସତ୍ୟବାଦୀ ଓଡିଆ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡିଆ ପାଠ୍ୟକ୍ରମର ହେଲା ଶୁଭାରମ୍ଭ ।*
*୧୨-ମୟୂରଭଞ୍ଜର କଙ୍କ ମୁର୍ମୁ। ଦିବ୍ୟାଙ୍ଗ ଗୁରୁ; ବିନା ଅର୍ଥରେ କରୁଛନ୍ତି ଶିକ୍ଷାଦାନ, ଭବିଷ୍ୟତ ଗଢ଼ିବା ଏକ ମାତ୍ର ଲକ୍ଷ୍ୟ।*
*୧୩-ନିଜ ଜିଲ୍ଲାରେ ହଟହଟା ହେଲେ ବିଜେଡି ବିଧାୟକ । ନର୍ଲାରେ ଶାସକ ଦଳର ତିନି ବିଧାୟକଙ୍କୁ କଳପତାକା ଦେଖାଇବା ସହ ଅଣ୍ଡାମାଡ଼ କଲେ ଯୁବ କଂଗ୍ରେସ କର୍ମୀ।*
*୧୪-ନୂଆ ଦିଲ୍ଲୀ:ପାର୍ବଣ ଋତୁରେ ୧ଲକ୍ଷ ନିଯୁକ୍ତି ଦେବ ଇ- କମର୍ସ କମ୍ପାନୀ।*
*୧୫-ଧାରା ୩୭୦ ଉଚ୍ଛେଦ ମାମଲାରେ ସୁପ୍ରିମକୋର୍ଟର ଶୁଣାଣି ଶେଷ । ରାୟକୁ ସଂରକ୍ଷିତ ରଖିଲେ ସୁପ୍ରିମ୍ ଅଦାଲତ।*
*୧୬-ନୂଆ ଦିଲ୍ଲୀ:ଦେଶରେ ୮% ବେକାରୀ, ସର୍ବୋଚ୍ଚ ଦକ୍ଷିଣ ଆଫ୍ରିକା, ସର୍ବନିମ୍ନ କାତାର।*
*୧୭-ଆରଟିଆଇ ରିପୋର୍ଟରେ ମିଳିଲା ସୂଚନା । ୯ବର୍ଷ ହେବ ଗୋଟିଏ ଦିନ ବି କାର୍ଯ୍ୟରୁ ଛୁଟି ନେଇ ନାହାଁନ୍ତି ପ୍ରଧାନମନ୍ତ୍ରୀ ମୋଦି।*
*୧୮-ବଦଳିଯିବ କି ଦେଶର ନାଁ । ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଂଟ ଅଫ ଇଣ୍ଡିଆ ସ୍ଥାନରେ ଭାରତ ଲେଖାଯିବାକୁ ନେଇ ଆଶଙ୍କା ପ୍ରକାଶ କଲେ ବିରୋଧୀ।*
*୧୯-ଲାହୋର: ଶ୍ରୀଲଙ୍କା ଠାରୁ ୨ ରନ୍ ରେ ହାରି ଆଫଗାନିସ୍ତାନର ବିଦାୟ।*
. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*