March 11, 2026

ପ୍ରଗତି ମହିଳା ସଙ୍ଗଠନର ପଞ୍ଚମ ବାର୍ଷିକ ଉତ୍ସବ ଓ ଆନ୍ତର୍ଜାତିକ ମାତୃ ଦିବସ ୧୧ ତାରିଖରେ ଅନୁଷ୍ଠିତ ହେବ 

IMG-20250506-WA0066
Share

 

 

ପାରଳାଖେମୁଣ୍ଡି:୬/୫(ଗରୁଡ ଧ୍ଵଜ ଚୌଧୁରୀ)ପ୍ରଗତି ମହିଳା ସଙ୍ଗଠନର ପଞ୍ଚମ ବାର୍ଷିକ ଉତ୍ସଵ ସମେତ ଆନ୍ତର୍ଜାତିକ ମାତୃଦିବସ ସ୍ଥାନୀୟ ୟୁ ଉ.ଟେକ୍.କମ୍ପ୍ୟୁଟର ସେଣ୍ଟର୍ ଠାରେ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ ଏହି ଅବସରରେ ଓଡ଼ିଆ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଉଭୟ ପୁଅ ଓ ଝିଅ ଅଂଶଗ୍ରହଣ କରିପାରିବେ। ନାମ ପଞ୍ଜୀକରଣ ତତ୍କାଳ ହେବ।ଶ୍ରେଣୀ ୫, ୬, ୭ ମ ସର୍ବ କନିଷ୍ଠ /ଶ୍ରେଣୀ ୮,୯, ୧୦ମ କନିଷ୍/ ଶ୍ରେଣୀ ୧୧ଦଶ ରୁ ଉର୍ଦ୍ଧ୍ବ ବରିଷ୍ଠ ବର୍ଗ। ପ୍ରସଙ୍ଗ “ମା” ପ୍ରସଙ୍ଗ କୁ ନେଇ ଅନୁଷ୍ଠିତ ହେବ ଏଥିରେ ଭାଗ ନେବା ପାଇଁ ଇଚ୍ଛୁକ ତନୁଜା ଶତପଥୀ ସମ୍ପାଦିକା ପ୍ରଗତି ମହିଳା ସଙ୍ଗଠନର ମୋବାଇଲ: ୯୩୩୭୯ ୩୨୪୩୯,୯୪୩୭୭ ୨୪୨୫୪ ଯୋଗା ଯୋଗ କରିବାକୁ ଅନୁରୋଧ