March 12, 2026

ଶ୍ରୀ ରମେଶ ଚନ୍ଦ୍ର ମାଝୀ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମୋନୋନିତ ………

IMG-20250506-WA0007
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଙ୍କୁ ମନୋନୀତ କରାଯାଇଛି ଶ୍ରୀ ମାଝୀ ଜଣେ ଦକ୍ଷ ସଙ୍ଗଠକ ସହ ଜଣେ ଶୁଙ୍ଖଳିତ ନେତା ତାଙ୍କ ନେତୃତ୍ୱ ରେ ରାଜ୍ୟ ବିଜୁ ଜନତା ଦଳ ଅଧିକ ମଜବୁତ ହୋଇପାରିବ ବୋଲି ମତପ୍ରକାଶ ପାଇଛି ଶ୍ରୀ ମାଝୀ ଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆ ଯାଇଥିବାରୁ ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆନନ୍ଦର ଲହରୀ ଖେଳି ଯାଇଛି । ଏଥିପାଇଁ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଦଳ ର ସୁପ୍ରିମ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନ ରେ ବିଜୁ ଜନତା ଦଳ କିପରି ସଂଗଠିତ ହୋଇ ରାଜ୍ୟରେ ରାଜନୀତି କ୍ଷମତାକୁ ଆସିବ ସେଥିପାଇଁ ସମ୍ପୂର୍ଣ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି।

You may have missed