April 7, 2025

ୟୁ ଟେକ୍ କମ୍ପୁଟର ସେଣ୍ଟର୍ ରେ ହାତବୁଣା ପ୍ରଶିକ୍ଷଣ ତାଲିମ୍ ପ୍ରଦାନ ର ଉଦଯାପନ ଦିବସ ପାଳିତ ହୋଇଥିଲା , ଗ୍ରାମୀଣ ଉତ୍କଳ ବ୍ୟାଙ୍କ୍ ର l D M 

Share

    ୟୁ ଟେକ୍ କମ୍ପୁଟର ସେଣ୍ଟର୍ ରେ ହାତବୁଣା ପ୍ରଶିକ୍ଷଣ ତାଲିମ୍ ପ୍ରଦାନ ର ଉଦଯାପନ ଦିବସ ପାଳିତ ହୋଇଥିଲା , ଗ୍ରାମୀଣ ଉତ୍କଳ ବ୍ୟାଙ୍କ୍ ର l D M

ଭୁବନେଶ୍ଵର ରୁ ପରି ମୁଦ୍, ଦିଲ୍ଲୀ ରୁ ଭାରତୀ , ହରିମହନ ପଟ୍ଟନାୟକ, ତନୁଜା ଶତପଥୀ, ଲୋକନାଥ ମିଶ୍ର, ସ୍ନେହଲତା, ଆକାଂକ୍ଷା ସାହୁ ମଞ୍ଚାସିନ ହୋଇଥିଲେ।

ପ୍ରଶିକ୍ଷଣ ଛାତ୍ରି , ମହିଳା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେମାନଙ୍କ ଜୀବନ ଜୀବିକା , କେମିତି କରିବେ ତାହା ବିଷୟ ରେ ସମସ୍ତେ ନିଜ ନିଜ ମନ୍ତବ୍ୟ ଦେଇଥିଲେ, ଶେଷରେ ଶିଳ୍ପା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।