February 22, 2025

ଚିତ୍ରାଗୁଡା ରେ ବନାଗ୍ନୀ ପ୍ରଶମିତ ସଚେତନତା ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ.

Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ରେଞ୍ଜ ଅଧିନସ୍ତ ଚିତ୍ରା ଗୁଡା ଠାରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପିରିଵର୍ତନ ବିଭାଗ ପକ୍ଷ ରୁ ବୁଧବାର ଏକଦିନିକିଆ ବ୍ଲକ ସ୍ତରୀୟ ବନାଗ୍ନୀ ପ୍ରସମିତ ସଚେତନତା ପ୍ରସିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି. ଗ୍ରୀଷ୍ମ ଋତୁ ରେ କୋଟପାଡ଼ ବନାଞ୍ଚଳ ର ଜଙ୍ଗଲ ମଧ୍ୟ ରେ ନିଆଁ ର ପ୍ରତିକାର ଓ ନିଅନ୍ତ୍ରଣ ଉଦେଶ୍ୟ ରେ ଜଙ୍ଗଲ ରେ ବିଭିନ୍ନ କାରଣ ରେ ନିଆଁ ଲାଗିଥାଏ ତେଣୁ ନିଆଁ କୁ କିଭଳି ଆୟତ୍ତ କରି ହେବ ସେ ନେଇ ପ୍ରସିକ୍ଷଣ ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟ କ୍ରମ ରେ ଗିର୍ଲା ସରପଞ୍ଚ ଜଗ ମୋହନ ମାଝୀ. ଭେଟ ନେରୀ ଅଫିସର ସତ୍ୟବ୍ରତ ସାମନ୍ତ ରାୟ.ପ୍ରଭାକର ନାୟକ ରେଞ୍ଜ ଅଫିସର ବିଦ୍ୟୁତ ବିଶ୍ୱାସ. ଫାୟାର ଅଫିସର ସତ୍ୟବ୍ରତ ମହାରଣା. ଫରେଷ୍ଟର ମିହିର କାନ୍ତ ପ୍ରଧାନ. ଚୈତନ୍ୟ ତନ୍ତି. ସୂଦୀପ୍ତା ନାୟକ. ସୁଶାନ୍ତ ମହାପାତ୍ର. ଜୟଶ୍ରୀ ସାହୁ ଙ୍କ ସମେତ ଚିତ୍ରାଗୁଡା. ସିନ୍ଧି ଗାଁ. ଟେମରା ଗୁଡା. ବୈ ରାଗି ପଦର. ଲାମଗୁଡା. ହରଦଳୀ ଗ୍ରାମ ରୁ ଶତାଧିକ ଗ୍ରାମ୍ୟ କମିଟି ସଭ୍ୟ ଉପସ୍ଥିତ ଥିଲେ Iକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା