June 16, 2026

ଗ୍ରାମୀଣ ଯୁବକ ଯୁବତୀଙ୍କ ପାଇଁ. ମଲ୍ଟି ସ୍କିଲିଙ୍ଗ ସଚେତନ ଶିବିର ଅନୁଷ୍ଠିତ

IMG-20231205-WA0016
Share

ଗ୍ରାମୀଣ ଯୁବକ ଯୁବତୀଙ୍କ ପାଇଁ. ମଲ୍ଟି ସ୍କିଲିଙ୍ଗ ସଚେତନ ଶିବିର ଅନୁଷ୍ଠିତ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯାୟଳୟ ପରିସରରେ ଗ୍ରାମୀଣ ଯୁବକ ଯୁବତୀଙ୍କ ପାଇଁ ମଲ୍ଟି ସ୍କଲିଙ୍ଗ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି. ଘରେ ଘରେ ପାଣି ଟ୍ୟାପ. ସୌର ଚାଳିତ ଜଳ. ଓ ଶୌଚାଳୟ ପାଇଁ ଜଳ ର ସଂରକ୍ଷଣ ଏବଂ ବ୍ୟବହାର ସମେତ ସୋଲାର ପମ୍ପ ର ଦୈନିକ ଚଳାଇବା ଓ ରକ୍ଷଣା ବେକ୍ଷଣ ଓ ବିଦୁତ ଉପକରଣ ର ସାଧାରଣ ରକ୍ଷାଣାବେକ୍ଷଣ ଇତ୍ୟାଦି କୁ ନେଇ ଆଜିର ଶିବିର ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଳିତ ମଣ୍ଡଳ. ଜଳ ଓ ପରମଳ ବିଭାଗ ର ଯନ୍ତ୍ରୀ ଶ୍ରୀ ସମୟ ମାରାଣ୍ଡି. ଶ୍ରୀ ଲକ୍ଷୀରାମ ହେମ୍ବ୍ରମ ଏବଂ ସିଡିପିଓ ଶ୍ରୀମତୀ ସୁମିତ୍ରା ଦେବୀ ତ୍ରିପାଠୀ. ସଚେତନ କରିଥିଲେ. ସୁନାର ବେଲି ନୂଆଗାଁ. ଗୀର୍ଲ୍ଲା. ବତାଶନା. ସର୍ଗିଗୁଡା. ଭୁନସୁଲି. ଗୁମୁଡ଼ା. ଷଡ଼ରଙ୍ଗା କୁସୁମୀ. ମୂର୍ତହାଣ୍ଡି. ସୁତିପଦର ସମେତ ସତର ଗୋଟି ପଞ୍ଚାୟତ ର ଯୁବକ ମାନେ ଉପସ୍ଥିତ ରହି ଅଂଶ ଗ୍ରହଣ କରି ଥିଲେ I ମୁଖ୍ୟତଃ ଜଳ ର ସଂରକ୍ଷଣ ଓ ବ୍ୟବହାର କୁ ଗୁରତ୍ୱ ଦିଆଯାଇଥିଲା I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଓପାନ୍ତ ଓଡିଶା ଖବର I

You may have missed