October 5, 2024

ଝିଅର ଜନ୍ମ ଦିନ କହି ନିଆରା ପ୍ରୟାସ କରିଲେ ଅମର ସାହୁ 

Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଜି ଗୁଣପୁର ଆଦର୍ଶ ନଗରର ବାସ କରୁଥିବା ଅମର ସାହୁଙ୍କ ଝିଅ ର ୪ ତମ ଜନ୍ମ ଦିନ ଅବସରରେ ନିଜେ ରକ୍ତ ଦାନ କରି। ଅନ୍ୟମାନଙ୍କୁ ମଧ୍ୟ ଏପରି ମହାନ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲା। ନିଜେ ସାମିଲ୍ କରି ଷୌଭାଗ୍ୟ ଅର୍ଜ୍ଜନ କରିଲି । ଆପଣ ମାନେ ବି ରକ୍ତ ଦାନ କରି ମାନବିକତା ଦେଖାନ୍ତୁ ।ରକ୍ତ ଦାନ କରି କାହା ଜିବନ ବଞ୍ଚାଇବାକୁ ପ୍ରୟାସ କରନ୍ତୁ ବୋଲି କହିଛନ୍ତି।