ସରକାରୀ_ଅଫିସରେ_BSNL_ବ୍ୟବହାର_ବାଧ୍ୟତାମୂଳକ..
ଭୁବନେଶ୍ବର: ସରକାରୀ ଅଫିସରେ BSNL ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ
ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ସରକାର
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସବୁ ବିଭାଗକୁ ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗର ଚିଠି
ଏଣିକି ସମସ୍ତ ସରକାରୀ ପ୍ରତିଷ୍ଠାନରେ ବ୍ୟବହାର ହେବ BSNL ଇଣ୍ଟରନେଟ
ଏଥିସହ ବ୍ୟବହାର ହେବ BSNL ବ୍ରଡ଼ ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ ଓ ଲିଜ ଲାଇନ
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ନିର୍ଦ୍ଦେଶାବଳୀ ଜାରିକଲା ସମବାୟ ବିଭାଗ
ରାଜ୍ୟର ସମସ୍ତ DRCS, ARCSଙ୍କୁ ସମବାୟ ନିର୍ଦ୍ଦେଶକଙ୍କ ଚିଠି
ଏନେଇ ଆସନ୍ତା ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ପ୍ରଦାନ କରିବେ ରିପୋର୍ଟ
