କୁଲୁଣ୍ଡା ସ୍ବାମୀ ବିବେକାନନ୍ଦ ସ୍ମାରକ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଅତାବିରା,
ଗଛ ଲଗାଅ ପରିବେଶ ବଂଚାଅ ଏହି ଉକ୍ତିଟିକୁ ଆଖି ଆଗରେ ରଖି ଆଜି ବୁଧବାର ଦିନ ଅତାବିରା ବ୍ଲକ ଅଧିନ କୁଲୁଣ୍ଜା ସ୍ବାମୀ ବିବେକା ନନ୍ଦ ସ୍ମାରକ ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷରେପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି! ସ୍କୁଲ ପରିସରରେ ଛାତ୍ରଛାତ୍ରୀ ମାନେ ଶିକ୍ଷକ ମାନକଂ ସହ ମିଶି ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ |ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯାଦବ ପ୍ରଧାନ, ଇକୋ କ୍ଲବ ଇନ୍ ଚାର୍ଜ ପୁରନ୍ଦର ପ୍ରଧାନ, ସଚ୍ଚିଦା ନନ୍ଦ ପୂଜାରୀ, ସୁବାଷ ରଣା, ଅନିଲ ସାହୁ, ସୁଶିଲ ଦାସ,ରବି ପଧ!ନ, ଅଶୋକ ଭୋଇ, ଲୋକନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ |ଗଛ ଲଗାଇବାର ଉପକାରିତା ସମ୍ପର୍କରେ ଇକୋ କ୍ଲବର ଇନଚାର୍ଜ ପୁରନ୍ଦର ପ୍ରଧାନ ଛାତ୍ରଛାତ୍ରୀ ମାନକୁଂ ବୁଝାଇଥିଲେ |
