November 24, 2024
Share

୧-ବିଧାନସଭାର ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୨୮ ପ୍ଲାଟୁନ୍‌ ଫୋର୍ସ।

୨-ଭୁବନେଶ୍ୱର: ମୁହାଁ ମୁହିଁ ହେବେ ଶାସକ-ବିରୋଧି,ବିଜେପି ଉଠାଇବ କେନ୍ଦ୍ରୀୟ ଯୋଜନା ଲାଗୁ ନ ହେବା ପ୍ରସଙ୍ଗ।

୩-ପୁରୀ:ଶ୍ରୀମନ୍ଦିର ଉତ୍ତର ଦ୍ବାର ଗୁମୁଟରେ ଫାଟ, ଶୀଘ୍ର ମରାମତି ହେବ କହିଲା ଏଏସଆଇ।

୪-ବିଧାନସଭାରେ ଭାଷା ଆଇନ ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ।

୫-ଭୁବନେଶ୍ୱର:ମାଘରେ ଶୀତ ଉଭାନ,୬ରୁ ବର୍ଷା ସମ୍ଭାବନା।

୬-ଭୁବନେଶ୍ୱର:JNUରେ ପ୍ରତିଷ୍ଠା ହେବ ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର।

୭-ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ: କିଟ୍ ରେ ଓଡିଆ କବି ସମ୍ମିଳନୀ ଉଦ୍ଘାଟିତ।

୮-ବାଲେଶ୍ୱର ଜିଲ୍ଲା, କଷାଫଳ ପଂଚାୟତ:ରାସ୍ତା ପାଲଟିଛି ମରଣଯନ୍ତା, ବାରମ୍ବାର ଦାବି ସତ୍ୱେ ହେଉନି ମରାମତି, ଆନ୍ଦୋଳନରେ ବସିଲେ ଉତ୍ତ୍ୟକ୍ତ ଲୋକ।

୯-ବାସୁଦେବପୁର:କ୍ରିକେଟ ଖେଳରୁ ମହାଭାରତ, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ୪ ଗୁରୁତର।

୧୦-ଛତିଶଗଡ଼କୁ ରପ୍ତାନି ହେବ କୋରାପୁଟର ଅଦା ଓ ହଳଦୀ।

୧୧-ଭୁବନେଶ୍ୱର, ଶିଖରଚଣ୍ଡୀ ବିହାର:ରାଜଧାନୀରେ ‘ମୋ ବସ୍‌’ ଦୁର୍ଘଟଣା; ଜଣେ ଗୁରୁତର, ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା।

୧୨-ଟିକେଟ୍‌ ଆଶାୟୀଙ୍କ ପାଇଁ ୱେବସାଇଟ୍ ଲଞ୍ଚ କଲା କଂଗ୍ରେସ୍, ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ କରିପାରିବେ ଆବେଦନ।

୧୩-ପୁରୀ:୭୫ ବର୍ଷରେ ମଧ୍ୟ ଅଟକିନି ମହିଳାଙ୍କ ହାତ , ଚୁଡ଼ା ଭଜା ଓ ମଟର ବିକି ଚଳାଉଛନ୍ତି ପରିବାର।

୧୪-ଭିତରକନିକାରେ ଚାଲିବ ବିଳାସପୂର୍ଣ୍ଣ ବୋଟ: ଡାଙ୍ଗମାଳ, ହବାଳୀଖଟି ଓ ଗୁପ୍ତିରେ ରାତ୍ରୀ ଯାପନ କରିବେ ପର୍ଯ୍ୟଟକ।

୧୫-ବିଶାଖାପାଟଣା ଟେଷ୍ଟ: ଦ୍ୱିତୀୟ ଇଂନିସରେ ଶୁଭମନଙ୍କ ଦମଦାର ଶତକ।

୧୬-ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ବେକାରୀର ଗ୍ୟାରେଣ୍ଟି – ପ୍ରିୟଙ୍କା ଗାନ୍ଧୀ।

୧୭-ଆପ୍ ନେତା ଆତିଶିଙ୍କୁ କ୍ରାଇମ୍‌ବ୍ରାଞ୍ଚ ନୋଟିସ୍: ଆସନ୍ତା ୫ ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ।

୧୮-ମହମ୍ମଦ କୁରେଶୀଙ୍କୁ ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କଲେ ପାକ୍ ନିର୍ବାଚନ କମିଶନ।