March 10, 2026

NPS ଶିକ୍ଷକ ସଂଘ ଶିକ୍ଷା ଅଧିକାରିଣୀ କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ

IMG-20260105-WA0023
Share

 

 

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)ସୋମବାର ଦିନ.ସରକାରୀ ହାଇସ୍କୁଲ NPS ଶିକ୍ଷକ ସଂଘ ଖୋର୍ଦ୍ଧା ଜିଲ୍ଲା ର ଭାଇଭଉଣୀ ମାନଙ୍କ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଅଧିକାରିଣୀ ଶ୍ରୀମତୀ, ସୋନାମିକା ରାୟ, ସହ-ଶିକ୍ଷାଧିକାରିଣୀ ଶ୍ରୀମତୀ ପ୍ରଜ୍ଞାପାରମିତା ଜେନା, ସହ -ଶିକ୍ଷାଅଧିକାରିଣୀ ଶ୍ରୀମତୀ ରଶ୍ମିବାଳା ପରିଡା, ସହ -ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ବେହେରା ମହୋଦୟା /ମହୋଦୟ ଙ୍କୁ ଭେଟି ଇଁରାଜୀ ନବବର୍ଷ ର ଅଭିନନ୍ଦନ ଜ୍ଞାପନ କରାଗଲା. ଅତ୍ୟନ୍ତ ଖୁସି ପ୍ରକଟ କରି ଶୁଭେଚ୍ଛା ଜଣାଇବା ସହିତ, ମାନନୀୟl ଜିଲ୍ଲା ଶିକ୍ଷାଅଧିକାରିଣୀ ମହୋଦୟା ସମସ୍ତ ସ୍କୁଲ ରେ ଶତପ୍ରତିଶତ ପାସ ହାର ଓ À1ଗ୍ରେଡ଼ ଅଧିକରୁ ଅଧିକ ନେବା ପାଇଁ ଉପଦେଶ ଦେଇଥିଲେ।ଏଥିରେ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ କୁମାର ସାହୁ, ରାଜ୍ୟ ସାଧାରଣ ସଂମ୍ପାଦକ ସୀତାକାନ୍ତ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମମତା ହାବୋଡ଼lସିଂହ,ଜିଲ୍ଲା ଆବାହକ ବିଶ୍ୱଜିତ ପଲ୍ଲାଇ,ମହେଶ୍ୱର ମାଝୀ, ରାଜେଶ ମହାରଣା, ସ୍ମରଣିକା ଦାସ , ସ୍ଵାଗତିକା ଦେ , ସୁତପା ସୁଭଦର୍ଶିନୀ, ମାନିନୀ ଆଚାର୍ଯ୍ୟ, ନିବେଦିତା ଦିଦି, ଅରୁନ୍ଧତୀ ଓଝା, ଭବାନୀ ମହାରଣା, ମାନିନୀ ମହାପାତ୍ର,ସରସ୍ବତୀ ମିଶ୍ର କଲ୍ୟାଣୀ ଦିଦି, ଅଜୟ ବରାଡ଼, ଅମରେନ୍ଦ୍ର ନାୟକ,ରାଜେଶ କୁ. ପରମାଣିକ ଆଦି ଉପସ୍ଥିତ ଥିଲେ।