May 11, 2026

ସେବାୟତ ବିଶ୍ବନାଥଖୁଣ୍ଟିଆ ନିଲମ୍ବିତ

IMG-20250105-WA0015
Share

 

ପୁରୀ ( ଦେବାଶିଷ ଦାଶ୍ )

ପୁରୀ ଶ୍ରୀମନ୍ଦିର ମୁଖ ସେବାୟତ ବିଶ୍ବନାଥ ଖୁଣ୍ଟିଆ ନିଲମ୍ବିତ।

୩ ମାସ ପାଇଁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଅନ୍ୟ ସେବାୟତଙ୍କୁ ମାର୍‌ପିଟ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ।

୩ ମାସ ପାଇଁ ସମସ୍ତ ପ୍ରକାର ସେବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ। ଶ୍ରୀମନ୍ଦିରରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି କହିଲେ ମୁଖ୍ୟ ପ୍ରଶାସକ। ପୂର୍ବରୁ ବିଶ୍ବନାଥ ଖୁଣ୍ଟିଆଙ୍କୁ ସୋ’ କଜ୍ ନୋଟିସ୍ ହୋଇଥିଲା।