ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ ..

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଶ୍ରୀମତୀ ପୂଜା ରାଉତ ଦାଇତ୍ୱ ଗ୍ରହଣ କରିଛନ୍ତି. ପୂର୍ବ ରୁ ପିପିଲି ଏନଏସି ରେ ସାଡ଼େ ତିନି ବର୍ଷ ଦାଇତ୍ୱ ତୁଲାଇ ଥିବାର ପ୍ରକାଶ କରିଛନ୍ତି।ଆଜି ଦାଇତ୍ୱ ଗ୍ରହଣ କରିବା ପରେ ଦମୟନ୍ତୀ ସାଗର. ଦେୱାନ ମୁଣ୍ଡା ସମେତ ଆମିଷ ବଜାର ପରିଦର୍ଶନ କିରିଥିଲେ. ସହକାରୀ ଯନ୍ତ୍ରୀ କ୍ଷୀରୋଦ ବେହେରା. କନିଷ୍ଟ ଯନ୍ତ୍ରୀ ଏ ରାଜେଶ ଦାସ. ସୁଧୀର କୁମାର ନନ୍ଦୀ. ହିସାବ ରକ୍ଷକ ପ୍ରଶାନ୍ତ କୋଚିମ ଶ୍ରୀମତୀ ରାଉତ ଙ୍କୁ ସମସ୍ତ ଅଞ୍ଚଳ ପରିଦର୍ଶନ କରିଥିବାର ଜଣା ଯାଇଛି. ସହର ର ସୌନ୍ଦର୍ଯ୍ୟ କରଣ. ସଫେଇ ଏବଂ ଉନ୍ନୟନ ମୂଳକ କାମ କୁ ଗୁରୁତ୍ୱ ଦିଆଯିବ ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇ ଥିବା ଜଣାଯାଇଛି.ଏଥି ପୂର୍ବରୁ ଶ୍ରୀ ପ୍ରମୋଦ କୁମାର ପାଢ଼ୀ ଦଶ ମାସ ଦାୟିତ୍ୱ ରେ ଥିଲେ ଅନିୟମିତତା କୁ ପ୍ରଶ୍ରୟ ନ ଦେବାରୁ ତାଙ୍କୁ ସହଯୋଗ ମିଳି ନ ଥିଲା ଶେଷ ରେ ସେ ନିରାଶ ହୋଇ ବଦଳି ହୋଇଯାଇ ଚାଲି ଯାଇଥିବା ଜଣାଯାଇଛି. (କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା)