ପତିତପାବନ ଯୁବକ ସଂଘ ତରଫରୁ ବୃକ୍ଷରୋପନ କାର୍ଯ୍ୟର୍କ୍ମ…
ପତିତପାବନ ଯୁବକ ସଂଘ ତରଫରୁ ବୃକ୍ଷରୋପନ କାର୍ଯ୍ୟର୍କ୍ମ ପତିତପାବନ ଯୁବକ ସଂଘ ବେଗୁନିଆ ତରଫରୁ ବୃକ୍ଷରୋପଣ କରାଯାଇଥିଲା ଏଥିରେ ମୁଖ୍ୟଅତିଥି ଭାବରେ ବନପାଳିକା ପ୍ରିୟଦର୍ଶନି ମାତାମ, ବେଗୁନିଆ ନୂଆସାହି ଜଗନ୍ନାଥ କମିଟି ସଦ୍ଭାପତି ଦୀନବଂଧୁ ଦାସ, ସରକାରୀ ପ୍ରାଥମିକ ବିଦ୍ୟାଳୟ ବେଗୁନିଆ (ପଞ୍ଚାୟତସମିତି) ପ୍ରଧାନଶିକ୍ଷୟତ୍ରି ରେଣୁବାଳା ଦେବିସହ କାରି ଶିକ୍ଷକ ରାଜକିଶୋର ଦାସ ଯୋଗ ଦେଇଥିଲେ ସଭାପତି ରଶ୍ମିଚାନ୍ଦ କର ସଂପାଦକ ଗଙ୍ଗାଧରମାର୍ଥ କୋଷାଦକ୍ଷ ଲକ୍ଷ୍ମିଧର ସାହୁ ଉପଦେଷ୍ଟା ଦିବାକର ସାହୁ ଏହାକୁ ପରିଚାଳନା କରିଥିଲେ ଆଶ୍ୱିନି, ପୁପୁନ୍ମ, ସପନି,,ସନ୍ତୋସ, ପ୍ରସାନ୍ତ, ସୋମୁ, ଗୋବିନ୍ଦ ପ୍ରମୁଖ ଯୋଗଦେଇ କାର୍ଯ୍ୟ କର୍ମକୁ ସୁଚାରୁରୂପେ ତୁଲାଇଥିଲେ ରିପୋର୍ଟର ମାନସ ରଞ୍ଜନ କର
