April 25, 2026

ପାରଳା ବିଧାନସଭା ଆସନରେ ବିଜେଡି ର ରୁପେଶ ପାଣିଗ୍ରାହୀ ବିଯାୟୀ …

IMG-20240604-WA0018
Share


ଗଜପତି ଜିଲ୍ଲା ପାରଳା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ କେ. ନାରାୟଣ ରାଓ ଙ୍କୁ ୪୧୦୭ଭୋଟ ରେ ପରାସ୍ତ କରି ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ବିଜୟୀ ହୋଇଥିବା ଜଣାପଡିଛି। ଏହା ସହ ୨୮ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ ଙ୍କ ଠାରୁ ୪୨୮୧ଭୋଟ ରେ କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ବିଜୟୀ ହୋଇ ଥିବା ପ୍ରକାଶ ପାଇଛି।