October 6, 2024

କାକଟପୁର ରୁ ତୁଷାରକାନ୍ତି ବିଜୟୀ …

Share

ଅସ୍ତରଙ୍ଗ,, ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ରୁ ବିଜୁ ଜନତା ଦଳ ର ପ୍ରାର୍ଥୀ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ବିଜୟୀ ହୋଇ ଛନ୍ତି । ଶ୍ରୀ ବେହେରା ୮୩,୭୩୮ ଖଣ୍ଡ ଭୋଟ ପାଇଥିବାବେଳେ,ତାଙ୍କର ନିକଟତମ ପ୍ରତି ଦୋନ୍ଦୀ,ବିଜେପି ଦଳର ପ୍ରାର୍ଥୀ ଶ୍ରୀ ବାଇଧର ମଳିକ ୬୦,୬୫୯ ଭୋଟ ପାଇ ଛନ୍ତି । ସେହିପରି କଂଗ୍ରେସ ଦଳ ର ପ୍ରାର୍ଥୀ ଶ୍ରୀ ବିଶ୍ବ ଭୂଷଣ ଦାସ,୩୧,୨୩୨ ଖଣ୍ଡ ଭୋଟ ପାଇଛନ୍ତି । ଯାହାକି,ତୁଷାରକାନ୍ତି ବାଇଧର ବାବୁ ଙ୍କ ଠାରୁ୨୩,୦୭୯ ଖଣ୍ଡ ଭୋଟ ଅଧିକା ପାଇଥିବା ବେଳେ, ବିଶ୍ବ ଭୂଷଣ ଦାସ ଙ୍କ ଠାରୁ୫୨,୫୦୬ ଖଣ୍ଡ ଭୋଟ ଅଧିକ ପାଇ ବିପୁଳ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି ।(ଦୁଃଶାସନ ନାୟକ,ଅସ୍ତରଙ୍ଗ)