March 11, 2026

କନେଷ୍ଟେବଲ ଟୁଟୁ ଭୂୟାଁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା……..

IMG-20240604-WA0012
Share

 

ଉମରକୋଟ:-ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ଦିନ ଧରି ଉମରକୋଟ ଥାନା ଏବଂ କୋର୍ଟ କାର୍ଯ୍ୟରତ କନେଷ୍ଟବଳ ଟୁଟୁ ଭୂୟାଁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଟୁଟୁ ବିଗତ ୧୪ ବର୍ଷ ଧରି ଉମରକୋଟ ନ୍ୟାୟାଳୟ ରେ କାର୍ଯ୍ୟରତ ଥିଲେ।ଏହା ବ୍ୟତିତ ଟୁଟୁ ନବରଙ୍ଗପୁର ଅଦାଲତ,ପାପଡା ହାଣ୍ଡି ଓ ଝରିଗାଁ ଥାନାରେ ରହି ନିଜର କାର୍ଯ୍ୟ ସୁଚାରୁରୂପେ ତୁଲାଇ ଥିଲେ। ଏହି ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉମରକୋଟ ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ,ଏସଆଇ ପ୍ରକାଶ ମିଶ୍ର, ଏସଆଇ ଅକ୍ଷୟ ମିଶ୍ର, ଏସଆଇ ଶିବଜି ପଣ୍ଡା, ଏସଆଇ ସୈମେନ୍ଦ୍ର ସେଠ, ଏସଆଇ ପୂର୍ଣ୍ଣିମା ଟେଟ, ଏସଆଇ ପୁଷ୍ପଲତା ସୁନାନି, ଏସଆଇ ଦିଲୀପ ବାଘ,ଆର ଏନ ପ୍ରଧାନ ସହ ବହୁ ଥାନା କର୍ମଚାରୀ ଉପସ୍ଥିତ ଥିଲେ। ଏହି ସମୟରେ ଥାନା ପରିସରରେ ଏକ ଭାବ ବିହ୍ୱଳ ପରିବେଶ ଦେଖିବାକୁ ମିଳିଥିଲା।ଅବସରକାଳୀନ ସମ୍ବର୍ଦ୍ଧନା।
ଉମରକୋଟ-୦୨-୦୬-୨୪-(ଆପ୍ର)- ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ଦିନ ଧରି ଉମରକୋଟ ଥାନା ଏବଂ କୋର୍ଟ କାର୍ଯ୍ୟରତ କନେଷ୍ଟବଳ ଟୁଟୁ ଭୂୟାଁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଟୁଟୁ ବିଗତ ୧୪ ବର୍ଷ ଧରି ଉମରକୋଟ ନ୍ୟାୟାଳୟ ରେ କାର୍ଯ୍ୟରତ ଥିଲେ।ଏହା ବ୍ୟତିତ ଟୁଟୁ ନବରଙ୍ଗପୁର ଅଦାଲତ,ପାପଡା ହାଣ୍ଡି ଓ ଝରିଗାଁ ଥାନାରେ ରହି ନିଜର କାର୍ଯ୍ୟ ସୁଚାରୁରୂପେ ତୁଲାଇ ଥିଲେ। ଏହି ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉମରକୋଟ ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ,ଏସଆଇ ପ୍ରକାଶ ମିଶ୍ର, ଏସଆଇ ଅକ୍ଷୟ ମିଶ୍ର, ଏସଆଇ ଶିବଜି ପଣ୍ଡା, ଏସଆଇ ସୈମେନ୍ଦ୍ର ସେଠ, ଏସଆଇ ପୂର୍ଣ୍ଣିମା ଟେଟ, ଏସଆଇ ପୁଷ୍ପଲତା ସୁନାନି, ଏସଆଇ ଦିଲୀପ ବାଘ,ଆର ଏନ ପ୍ରଧାନ ସହ ବହୁ ଥାନା କର୍ମଚାରୀ ଉପସ୍ଥିତ ଥିଲେ। ଏହି ସମୟରେ ଥାନା ପରିସରରେ ଏକ ଭାବ ବିହ୍ୱଳ ପରିବେଶ ଦେଖିବାକୁ ମିଳିଥିଲା।:-(ଏମ.ଦିନା°ଶୁ ଆଚାରୀ)