July 5, 2024

ଆଜି ସାଧାରଣ ନିର୍ବାଚନର ଭୋଟ ଗଣତି ତାରିଖ, କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେଉଛି ଭୋଟ ଗଣତି —

Share

ଆଜି ସାଧାରଣ ନିର୍ବାଚନ ର ଭୋଟ ଗଣତି ତାରିଖ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେଉଛି ଭୋଟ ଗଣତି କାର୍ଯ୍ୟ। ସକାଳ ଆଠ ଟା ଠାରୁ ଭୋଟ ଗଣତି ଆରମ୍ଭ ହୋଇଛି। ରାଜ୍ୟର ସତୁରୀ ଟି କେନ୍ଦ୍ର ରେ ଭୋଟ ଗଣତି ଚାଲିଛି। ପ୍ରଥମେ ପୋଷ୍ଟଲ ବେଲେଟ ଗଣତି ହେଉଛି। ତା ପରେ ଏଭିଏମ ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି।