June 16, 2026

୫ ଓ ୯ ନମ୍ବର ୱାର୍ଡ ରେ ବିଜେଡି ର ଘରେ ଘରେ ପ୍ରଚାର…….

bolbol
Share

 

ଉମରକୋଟ:- ଉମରକୋଟ ବ୍ଲକ ର ଗ୍ରାମ ପଞ୍ଚାୟତ ରେ ନିର୍ବାଚନୀ ପ୍ରଚାର ପରେ ବିଜେଡି ର ବିଧାୟିକା ପ।ର୍ଥିନୀ ନବୀନ। ନାୟକ ଆଜି ଉମରକୋଟ ସହର ର ୫ ଓ ୯ ନମ୍ବର ୱାର୍ଡ ରେ ପ୍ରଚାରର ମଙ୍ଗ ଧରିଛନ୍ତି। ଆଜି ୫ ନମ୍ୱର୍ ୱାର୍ଡ ରେ ନବୀନ। ଓ ପୌର ଉପାଧ୍ୟକ୍ଷ ସୁଧାଂଶୁ ଦାସ ଘରେ ଘରେ ବୁଲି ଭୋଟ ପାଇଁ ଅନୁରୋଧ କରିଥିଲେ। ନବୀନ। ରାଜ୍ଯ ସରକାର ଙ୍କ ସମସ୍ତ ଯୋଜନା ଉପରେ ଆଲୋକପାତ କରିବା ସହ ବିଜେଡି ର ସାଂସଦ ଓ ବିଧାୟିକା ପ।ର୍ଥିନୀ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେବା ପାଈଁ ଅନୁରୋଧ କରିଥିଲେ। ନବିନ। ଙ୍କ ସହ ନଗର ସଭାପତି କୈଳାସ ନାୟକ, ଯୁବ ସଭାପତି ଭିକି ନାୟକ ପ୍ରଚାର ର ମଙ୍ଗ ଧରିଥିବା ବେଳେ ୯ ନମ୍ବର ୱାର୍ଡ ରେ ଯୁବ ନେତା ଲଳିତ ସେଠୀ ଙ୍କ ନେତୃତ୍ୱ ରେ ପ୍ରଚାର କାର୍ଯ୍ୟ ଜୋରଦାର ହେଇ ଥିଲା। ଏହି ସମୟ ରେପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ଗଣ୍ଡ, ପୂର୍ବତନ ନଗର ପାଳ ଝ।ଡେଶ୍ୱର ମହାନ୍ତି, ବ୍ଳକ୍ ସଭାପତି ମନୋଜ କୁମାର ନାୟକ, ଭି. ବୁଜି, କାଉନସିଲର ଇତିଶ୍ରୀ ଦଲେଇ, ମିନା ହରିଜନ ପ୍ରମୁଖ ଉପସ୍ଥିତ ରହି ଘର ଘର କୁ ଯାଇ ନିର୍ବାଚନୀ ପ୍ରଚାର କରିଥିଲେ।(ଏମ୍.ଦିନା°ଶୁ ଆଚାରୀ)

You may have missed