September 21, 2024

ଅଦ୍ୟ ତା ୦ ୩.୧୨.୨୦୨୩ ରିଖ ରବିବାର ଦିନ ସକାଳ ୧୦.୦୦ଘଣ୍ଟା ସମୟରେ ମଣ୍ଡଳ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ

Share

ଅଦ୍ୟ ତା ୦ ୩.୧୨.୨୦୨୩ ରିଖ ରବିବାର ଦିନ ସକାଳ ୧୦.୦୦ଘଣ୍ଟା ସମୟରେ ମଣ୍ଡଳ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅନ୍ତନିଵେଶି ଶିକ୍ଷା ସାଧନ କେନ୍ଦ୍ର ମୋହନାଠାରେ ଦିବ୍ୟାଙ୍ଗଛାତ୍ରଛାତ୍ରୀ ଓ ଅଭିବକମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ମୋହନା ସରପଞ୍ଚ ଶ୍ରୀମତୀ ସୁନୀତା ମଲ୍ଲିକ,ମୁଖ୍ୟ ବକ୍ତା,ଫାୟେର ଅଫିସର ଶ୍ରୀ ପ୍ରମୋଦ କୁମାର ଭୂୟାଁ ,ମୁଖ୍ୟଅତିଥି,ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନା ,ଶ୍ରୀ ନରେନ୍ଦ୍ର କୁମାର ବେହେରା,ଦିବସର ସଭାପତି,ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ କେ କୁନା ପାତ୍ର,ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଦୁର୍ଗା ପ୍ରସାଦ ପାତ୍ର,ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଜଗନ୍ନାଥ ଏବଂ ହେଲେଙ୍କେଲେର,ଫୋଟ ପ୍ରତିମୂର୍ତ୍ତୀରେପ୍ରଦୀପ ପ୍ରଜ୍ବଳନ କରିଥିଲେ।Crcc ଶିକୁଲିପଦର,ଜିତେନ୍ଦ୍ର ପ୍ରଧାନ, ପିଣ୍ଡିକି crcc ଜୟମ୍ବର ନାୟକ କରଚଵାଡି,crcc କେଶବ ବେହେରାଵିଆରପି, ସୁମନ୍ତ ପ୍ରଧାନ ଏବଂ ପ୍ରକାଶ କୁମାର ସାହୁ ଜୟ ସେଠୀ ,ଏଲିଶା ଦଳବେହେରା ,ଚିତ୍ତରଞ୍ଜନ ନାୟକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ତତପରେ ଦିବ୍ୟାଙ୍ଗା ଦିବସ ଉପଲକ୍ଷେ ମଞ୍ଛାସିନ ଅତିଥିବୃନ୍ଦ ଚୁମ୍ବକୀୟ ଭାବେ ଅଭିଭାଷଣ ପ୍ରଦାନ କରିଥିଲେ। ତା ପରେ ଦିବ୍ୟାଙ୍ଗ ପିଲାମାନଙ୍କୁ ନେଇ ୫ ଗୋଟି ଇଭେଣ୍ଟ କରାଯାଇ ସମସ୍ତଙ୍କୁ ପ୍ରଥମ ,ଦ୍ୱିତୀୟ, ତୃତୀୟ ପୁରସ୍କାର ଆଉ ଓ ସାଟିଫିକେଟ ବଣ୍ଟନ କରାଯାଇ ଥିଲା । ତତ୍ ପରେ ସଭା ସାଙ୍ଗ କରାଯାଇଥିଲା ।ମଧ୍ୟାହ୍ନ ଭୋଜନ କରିସାରିବା ପରେ ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ସୀତାରାମ ସାହୁ ଶିକ୍ଷକ ,ରାଜମା ଧନ୍ୟବାଦ ଅର୍ପଣ କରିଥିଲେ।

 

 

।ଏହି ଶିବିରକୁ ଚନ୍ଦ୍ରଗିରି, ଲବାରସିଂ ,ବାଘମାରି ୩ ଗୋଟି କ୍ଲଷ୍ଟର୍ ର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଓ guide ଶିକ୍ଷକ ଯୋଗ ଦେଇଥିଲେ । ତତ୍ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦୁଃଖୀ ପାଇକବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀବିନତି ନାୟକ, CRCC ଚନ୍ଦ୍ରଗିରି ଶ୍ରୀ ଶାନ୍ତୁନୁ ମହାପାତ୍ର ମହୋଦୟ ଡକ୍ଟର ଶ୍ରୀ ଅନିଲ କୁମାର ପାଢ଼ୀ ରୁବୀ ଆଇ ହସ୍ପିଟାଲ ବ୍ରହ୍ମପୁରରୁ ଆସିଥିବା ଦୁଇଜଣ ସହକାରୀ ଡକ୍ଟର୍ ହେଲେ ଶ୍ରୀ ଭୀଷ୍ମ ବେହେରା ଓ ଶ୍ରୀ ଜ୍ୟୋତିରଂଜନ ନାୟକଓ ଗୋଷ୍ଠି ସମ୍ବଳ ସାଧନ ଶିକ୍ଷକ ଶ୍ରୀ ସୁମନ୍ତ ପ୍ରଧାନ ଓ ପ୍ରକାଶ କୁମାର ସାହୁଙ୍କ କରକମଳରେ ଉଦଘାଟନ କରାଯାଇ ଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଇତିରଞ୍ଜନ ମହାପାତ୍ର ମହୋଦୟ ଧନ୍ୟବାଦ ଦେବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୬୨ ଜଣ ଛାତ୍ରଛାତ୍ରୀ ଓ ୨୨ଜଣ ଶିକ୍ଷକ ଯୋଗ ଦେଇଥିଲେ । ଏହି ଶିବିରରେ ଚଷମା ନିମନ୍ତେ ୪୭ଜଣ referral ୩ଜଣ ଚିହ୍ନଟ କରା ଯାଇଛି।